12 ୬:୧୨ ପ୍ରକା ୧୧:୧୩; ୧୬:୧୮; ମାତି ୨୪:୨୯; ମାର୍କ ୧୩:୨୪,୨୫; ଲୁକ ୨୧:୨୫. ମେଣ୍ଡାହିଲା ଚଅ ଲଃମ୍ବର୍ ମୁଦ୍ରା ବାଙ୍ଗାଉତା ବଃଳ୍ ମୁୟ୍ଁ ଦଃକ୍ଲେ, ଦଃର୍ତି ଲଃଦ୍ବଃଦ୍ଲି, ବେଳ୍ ରଃମ୍ତଃୟ୍ ତିଆର୍ ଅୟ୍ଲା ଚାଦର୍ ହର୍ କଃଳିଆ ଅୟ୍ଲି ଆର୍ ଜଃନ୍ ହୁରାହୁରି ବଃନି ରଃଙ୍ଗ୍ ଅୟ୍ଲି । 13 ଜଃବର୍ ବାଉର୍ ବଃଳେ ଡୁମ୍ବୁର୍ ଗଃଚାର୍ ନାହାକ୍ତା ହଃଳ୍ସଃବୁ ଜଃନ୍କଃରି ଅଦ୍ରେଦ୍, ସେବାନ୍ୟା ଅଃଗାସାର୍ ତାରାସଃବୁ ହୁର୍ତିୟେ ଅଦୁର୍ଲାୟ୍ ।
Publicidade