16 ସେମଃନ୍କେ ଆର୍ କଃବେ ହେଁ ବୁକ୍ କି ସସ୍ ନଃଲାଗେ, ଆରେକ୍ ବେଳ୍ କି କୁୟି ତଃହାତ୍ରି ସେମଃନ୍କେ ହଡାଉଁ ନାହାରେ, 17 କାୟିତାକ୍ବଃଲେକ୍ ସିଙ୍ଗାସଣାର୍ ବଃସିରିଲା ମେଣ୍ଡାହିଲା ସେମଃନାର୍ ଗଃଉଳିଆ ଅୟ୍ଦ୍ ଆର୍ ଜିବନ୍ ଦେତା ହାଜ୍ରା ହାଣିର୍ ଚଃମେ ସେମଃନ୍କେ କାଡାୟ୍ ନଃୟ୍ଦ୍, ଆରେକ୍ ଇସ୍ୱର୍ ସେମଃନାର୍ ଆକିର୍ ସଃବୁ ଆସୁ ହୁଚି ଦଃୟ୍ଦ୍ ।"
Publicidade
Publicidade