13 ୧:୧୩ ମାତି ୧୦:୨-୪; ମାର୍କ ୩:୧୬-୧୯; ଲୁକ ୬:୧୪-୧୬.ସେମଃନ୍, ବଃଲେକ୍, ପିତର୍, ଜହନ୍, ଜାକୁବ, ଆନ୍ଦ୍ରିଅ, ପିଲିପ୍, ତମା, ବାର୍ତଲମି, ମାତିଉ, ଆଲ୍ପିଅସାର୍ ହୟିସି ଜାକୁବ, ଉଦ୍ଜଗି ସିମନ୍ ଜେ ଇସ୍ରାଏଲ୍ ମଃନ୍କେ ମୁକ୍ଳାଉଁକ୍ ମଃନ୍କଃର୍ତିରିଲା, ଆର୍ ଜାକୁବର୍ ହୟିସି ଜିଉଦା ଜିରୁସାଲମ୍ ଗଃଳେ ଗଃଳାୟ୍ । ଆର୍ ଜୁୟି ଉହ୍ରାର୍ ବଃକ୍ରାୟ୍ ସେମଃନ୍ ରେତି ରିଲାୟ୍ ସେତି ଗଃଲାୟି ।