47 "ଇ ଜୁୟି ଲକ୍ମଃନ୍ ଅଃମାର୍ ହର୍ ପବିତ୍ର ଆତ୍ମା ହାୟ୍ଁ ଆଚ୍ତି ଇମଃନ୍ ଜଃନ୍କଃରି ବାପ୍ତିସମ୍ ନଃହାଉତି ସେତାକ୍ କେଏ କାୟି ହାଣି ନାୟ୍ ବଃଲେଦ୍ ?" 48 ଆରେକ୍ ସେମଃନ୍କେ ଜିସୁ କ୍ରିସ୍ଟର୍ ନାଉଁଏ ବାପ୍ତିସମ୍ ଦେଉଁକ୍ ଆଦେସ୍ ଦିଲା, ହଃଚେ ସେମଃନ୍ କଃତି ଦିନ୍ ସେତି ରେଉଁକ୍ ତାକେ ଗଃଉଆରି କଃଲାୟି ।
Publicidade
Publicidade