2 ଆର୍ ପାଉଲ୍ ତାର୍ ରିତି ହଃର୍କାରେ ସେମଃନାର୍ ଚଃମେ ଗଃଲା, ଆରେକ୍ ତିନି ବିସାଉଁଣିବାର୍ ହଃତେକ୍ ସାସ୍ତରାର୍ କଃତା ସେମଃନ୍କେ ବୁଜାୟ୍ଲା । 3 ଦଃର୍ମ୍ସାସ୍ତର୍ କୟ୍କଃରି ବୁଜାୟ୍ଲା "ଜେ ମସିହର୍" ଦୁକ୍ବୟ୍ଗ୍ ଆର୍ ମଃର୍ନ୍ ବୟଃଗ୍ କଃରି ମଃଲା ଲକ୍ତଃୟ୍ହୁଣି ଉଟ୍ତାର୍ ଲଳା ରିଲି ଆର୍ ସେ ଜୁୟି ଜିସୁକେ ସେମଃନାର୍ ତଃୟ୍ ପର୍ଚାର୍ କଃରୁଲା ସେ ଜେ କ୍ରିସ୍ଟ ଇ କଃତା ଟିକ୍ କଃରି ବୁଜାୟ୍ଲା ।
Publicidade
Publicidade