9 ଆରେକ୍ ମାପୁର୍ ରାତିବଃଳ୍ ଦଃକାୟ୍ଅୟ୍ ପାଉଲ୍କେ କୟ୍ଲା, "ଡିର୍ ନାୟ୍, ତୁନ୍ ନଃହାଳି ପର୍ଚାର୍ କଃରୁକେ ବନ୍ଦ୍ ନଃକେର୍ । 10 କାୟିତାକ୍ବଃଲେକ୍ ଅଃମି ତର୍ ସଃଙ୍ଗ୍ ଆଚୁ କୁୟି ଲକ୍ ତକ୍ କାୟି କଃରୁକେ ନାହାରେ, ବଃଲେକ୍ ଅଃମାର୍ ଗାଦେକ୍ ଲକ୍ ଇ ଗଃଳେ ଆଚ୍ତି ।"
Publicidade
Publicidade