22 "ଏ ଇସ୍ରାଏଲ୍ ଲକ୍ମଃନ୍ ଇ ସଃବୁ କଃତା ସୁଣା ନାଜରିତାର୍ ଜିସୁ କଃତେକ୍ ସଃକ୍ତିର୍ କାମ୍, କାବା ଅଃଉତା କାମ୍, ଆର୍ ଚିନା ଦଃକାୟ୍ ତୁମିମଃନାର୍ ଚଃମେ ଇସ୍ୱରାର୍ ହଃଟାୟ୍ଲା ଲକ୍ ବଃଲି ଚିନାୟ୍ଅୟ୍ ଆଚେ, ତାର୍ ତଃୟ୍ ଇସ୍ୱର୍ ଜେ ତୁମିମଃନାର୍ ବିତ୍ରେ ଇତି ସଃବୁ କାମ୍ କଃରିଆଚେ, ଇରି ତୁମିମଃନ୍ ନିଜେ ନିଜେ ଜାଣାସ୍ ।