38 ସେତାକ୍ ପିତର୍ ସେମଃନ୍କେ କୟ୍ଲା, "ତୁମିମଃନ୍ ମଃନ୍ ବାଦ୍ଲାଉଆ ଆର୍ ଅଃହ୍ଣା ଅଃହ୍ଣାର୍ ହାହ୍ କେମା ଗିନେ ହଃତି ଲକ୍ ଜିସୁ କ୍ରିସ୍ଟର୍ ନାଉଁଏ ବାପ୍ତିସମ୍ ହାଉଆ, ସେନ୍ଅୟ୍ଲେକ୍ ତୁମିମଃନ୍ ପବିତ୍ର ଆତ୍ମାର୍ ଦାନ୍ ହାଉଆସ୍ । 39 କାୟିତାକ୍ବଃଲେକ୍ ଇ ସଃୟ୍ତ୍ ତୁମାର୍ ଗିନେ ଅୟିଆଚେ, ତୁମିମଃନାର୍ ହିଲାମଃନାର୍ ଗିନେ ଆରେକ୍ ଦୁରେ ରେତା ଜଃତେକ୍ ଲକ୍କେ ମାପୁର୍ ଅଃମାର୍ ଇସ୍ୱର୍ ଅଃହ୍ଣାର୍ ଚଃମେ କୁଦେଦ୍, ସେ ସଃବ୍କାର୍ ଗିନେ ।"
Publicidade
Publicidade