22 ତଃବେ ଇସ୍ୱର୍ ତଃୟ୍ ଉହ୍କାର୍ ହାୟ୍ଁ ମୁୟ୍ଁ ଆଜି ହଃତେକ୍ ସାନ୍ ବଃଡ୍ ସଃବ୍କାର୍ ତଃୟ୍ ସାକି ଦଃୟି ଆସୁଲେ ଆରେକ୍ ବାବ୍ବାଦିମଃନ୍ ଆର୍ ମସା ଜାୟ୍ ଜାୟ୍ରି ଗଃଟେଦ୍ ବଃଲି କୟ୍ରିଲାୟ୍ ସେରି ମୁୟ୍ଁ କଃଉଁଲେ । 23 ବଃଲେକ୍ କ୍ରିସ୍ଟ ବାୟ୍ଦ୍ରେ ଦୁକ୍ ବୟଃଗ୍ କଃରି ଆରେକ୍ ମଃଲା ଲକ୍ ତଃୟ୍ହୁଣି ହଃର୍ତୁ ଉଟ୍ଲା ହଃଚେ ଜିଉଦି ଆର୍ ଅଜିଉଦି ଲକ୍ମଃନାର୍ ତଃୟ୍ ମୁକ୍ତିର୍ ଉଜାଳ୍ ଦଃକାୟ୍ଦ୍ ।"
Publicidade
Publicidade