1 ସେ ସଃମୟେ ଅବ୍ରାହାମ୍ ବୁଡା ଆର୍ ବେସି ବଃୟ୍ସ୍ ଅୟ୍ରିଲା, ଆରେକ୍, ମାପୁର୍ ଅବ୍ରାହାମ୍କେ ସଃବୁ କଃତାୟ୍ ଆସିର୍ବାଦ୍ କଃରିରିଲା। 2 ଇତାର୍ଗିନେ ସେ ନିଜାର୍ ଗଃରାର୍ ସଃବୁକାମାର୍ ବୁଡା ଗୁମୁସ୍ତାକେ କୟ୍ଲା "ମୁୟ୍ ଗଃଉଆରି କଃରୁଲେ, ତୁୟ୍ ମଃର୍ ଜଃଙ୍ଗେ ଆତ୍ ସଃଙ୍ଗାଉ; 3 ମୁୟ୍ ସଃର୍ଗ୍ ହୁର୍ତିର୍ ଉବ୍ଜାଣ୍ କାରି ମାପୁର୍ ଇସ୍ୱରାର୍ ନାଉଁଏ ତକେ ସାୟିପ୍ କଃରି କଃଉଁଲେ, ଜୁଣ୍ କିଣାନିୟ୍ ଲକ୍ମଃନ୍କାର୍ ବିତ୍ରେ ମୁୟ୍ ବାସ୍ କଃରୁଲେ, ତୁୟ୍ ସେମଃନ୍କାର୍ ବିତ୍ରେ ମର୍ ହର୍ ବିବା କଃରୁକେ ତୁୟ୍ କଃନ୍ୟା ଆଣ୍ ନାୟ୍; 4 ମଃତର୍, ତୁୟ୍ ଅଃମାର୍ ଦେସାର୍ ଜାତିକୁଟୁମ୍ ହାକ୍ ଜାୟି ମଃର୍ ହଃଅ ଇସାକାର୍ ଗିନେ କଃନ୍ୟା ଆଣ୍ସି।"
5 ସଃଡେବଃଳ୍ ସେ ଦାସ୍ ତାକ୍ କଃୟ୍ଲା, "ଜଦି କୁଣ୍ କଃନ୍ୟା ମଃର୍ ସଃଙ୍ଗ୍ ଇ ଦେସେ ଆସୁକ୍ ମଃନ୍ ନଃକେରେ, ତଃବେ ଜୁଣ୍ ଦେସେ ହୁଣି ତୁୟ୍ ଆସି ଆଚ୍ସି, ସେ ଦେସେ କାୟି ତର୍ ହଃୟ୍ଦିକେ ନଃୟ୍ କଃରି ଜାୟ୍ନ୍ଦ୍ କି?"
6 ସେତାକ୍ ଅବ୍ରାହାମ୍ କଃୟ୍ଲା,"ଜଃଗ୍ରାତ୍; ମଃର୍ ହଃଅକେ କଃବେହେଁ ସେତି ନଃୟ୍ ଜାଆ ନାୟ୍।" 7 ଜୁୟ୍ତାର୍ଗିନେ ସଃର୍ଗାର୍ ଉବ୍ଜାଣ୍କାରି ଇସ୍ୱର୍ ମକେ ମଃର୍ ଉବାର୍ ଗଃରେହୁଣି ଆର୍ ଜଃଲମ୍ଦେସ୍ ହୁଣି ଆଣିଆଚେ ଆର୍ ମଃର୍ ସଂଗ୍ କଃତା କଃରିଆଚେ, ଆରେକ୍, ମୁୟ୍ ତର୍ ବଃଉଁସ୍କେ ଇ ଦେସ୍ ଦଃୟ୍ନ୍ଦ୍ ବଃଲି ସଃୟିତ୍ କଃରିଆଚେ, ସେ ତର୍ ଆଗ୍ତୁ ଜଃଉଁକ୍ ନିଜାର୍ ଦୁତ୍ ହଃଟାୟ୍ଦ୍; ସେତାକ୍ ତୁୟ୍ ମର୍ ହର୍ ବିବା ଅଃଉଁକେ ସେତି ହୁଣି ଗଟେକ୍ କଃନ୍ୟା ଆଣ୍ସି। 8 ଜଦି ସେ ଦେସେ ହୁଣି କୁୟି କଃନ୍ୟାହେଁ ଆସୁକ୍ ରାଜି ନଃଉଁତି, ତଃବେ ତୁୟ୍ ମଃର୍ ଇ ସଃୟିତ୍ ତଃୟି ହୁଣି ମୁକୁଳ୍ସି; ମଃତର୍ ମର୍ ହଅକେ ସେ ଦେସ୍କେ ନଃୟ୍କଃରି ଜାଆ ନାୟ୍। 9 ସେତାର୍ ଗିନେ ସେ ଦାସ୍ ଅବ୍ରାହାମାର୍ ଜଃଙ୍ଗେ ଆତ୍ ସଂଗାୟ୍ ସାୟିପ୍ କଃଲା।
10 ତାର୍ ହଃଚେ ସେ ଅଃହ୍ଣାର୍ ସାଉକାରାର୍ ଉଟ୍ମଃନ୍କାର୍ ବିତ୍ରେ ହୁଣି ଦଃସ୍ଗଟ୍ ଉଟ୍ ଆର୍ ସଃବୁ ରଃକମାର୍ ନିକ ଜିନିସ୍ ସଃଙ୍ଗେ ନଃୟ୍ ଜଃଉଁକ୍ ଦଃର୍ଲା ଆର୍ ମେସପତାମିୟାର୍ ନାହର୍ ଗଃଳେ ଗଃଲା। 11 ଇତାର୍ ହଃଚେ ସଃଞ୍ଜ୍ ବେଳା, ଜୁଣ୍ ବେଳାୟ୍ ଦଃଙ୍ଗ୍ଳିମଃନ୍ ହାଣି ନେଉଁକ୍ ଆସ୍ତି, ସେ ବେଳାୟ୍ ସେ ବଃସ୍ତିର୍ ହଃଦାବାଟ୍ୟା କୁୟିଁ ଚଃମେ ଉଟ୍ ମଃନ୍କେ ମାଣ୍ଡି କୁଟା ଦଃୟି ବଃସାୟ୍ଲା। 12 ଆରେକ୍, ଇହର୍ ପାର୍ତନା କଃଲା, ଏ ମର୍ ସାଉକାର୍ ଅବ୍ରାହାମାର୍ ମାପୁର୍ ଇସ୍ୱର୍, ଗଃଉଆରି କଃରୁଲେ, ଆଜି ମର୍ କାମ୍କେ ହୁରା କଃର୍ ଆର୍ ମର୍ ସାଉକାର୍ ଅବ୍ରାହାମ୍କେ ଦଃୟା କଃର୍। 13 ଦଃକ୍,ମୁୟ୍ ଇ କୁୟିଁ ଚଃମେ ଟିଆ ଅୟିଆଚି, ଆର୍ ଇ ବଃସ୍ତିଏ ରିଲା ଲକ୍ମଃନାର୍ ଜିସିମଃନ୍ ହାଣି ନେଉଁକେ ଆସୁଲାୟ୍; 14 ସେମଃନ୍କାର୍ ବିତ୍ରେ ଜୁଣ୍ ଦଃଙ୍ଗ୍ଳିକେ, ତୁୟ୍ ନିଜାର୍ ଡକାର୍ ହାଣି ଡାଳିକଃରି ମକେ ହାଣି କାଳାଉ, ଇ କଃତା କୟିଲେକ୍ ସେ ଦଃଙ୍ଗ୍ଳି ଜଃଡେବଃଳ୍ କଃୟ୍ଦ୍, ହାଣି ସୁର୍ ମୁୟ୍ ତର୍ ଉଟ୍ମଃନ୍କେ ହେଁ ହାଣି ସୁରାୟିନ୍ଦ୍, ତଃବେ ସେ ତର୍ ଦାସ୍ ଇସାକାର୍ ଗିନେ ତୁୟ୍ ବାଚ୍ଲାର୍ କଃନ୍ୟା ଅଃଉଅ; ସେତାକ୍ ତୁୟ୍ ମଃର୍ ସାଉକାର୍କେ ଦଃୟା କଃରି ଆଚ୍ସି, ଇରି ମୁୟ୍ ଜାଣିନ୍ଦ୍।
15 ଇ କଃତା କଃଉଁ କଃଉଁ ଅବ୍ରାହାମାର୍ ବାୟ୍ସି ନାହରାର୍ ଡକୁର୍ସିର୍ ହଃୟ୍ସି ବତୁୟେଲ୍, ତାର୍ ଜିସି ରିବିକା କଃନ୍ଦେ ଡକା ବଃୟ୍ ବାରାୟ୍ ଆସ୍ଲି। 16 ସେ ଦଃଙ୍ଗ୍ଳି ବେସି ସୁନ୍ଦୁର୍ ରିଲି ଆର୍ ସେ ଡିଣ୍ଡା ରିଲି, ଆର୍ କୁୟି ଅଃଣ୍ଡ୍ରାର୍ ସଃଙ୍ଗେ ମିସି ନଃରିଲି। ସେ କୁଇଁ ବିତ୍ରେ ଜାୟ୍ ଡକାୟ୍ ହାଣି ହୁର୍ନ୍ କଃରି ଚଃଗି ଆୟ୍ଲି, 17 ସଃଡେବଃଳ୍ ସେ ଦାସ୍ ଦଃବ୍ଳି ଜାୟ୍ ତାକେ କଃୟ୍ଲା, "ମୁୟ୍ ଗଃଉଆରି କଃରୁଲେ ଡକାୟ୍ ହୁଣି ମକେ ସୁରୁକେ ଗୁଳିକ୍ ହାଣି ଦେଏ।"
18 ସେତାକ୍ ରିବିକା କଃୟ୍ଲି,"ବାୟ୍ ହାଣି ସୁର୍," ଇରି କଃୟ୍ ସେ ବେଗି ହାଣି ସୁରୁକ୍ ଦିଲି। 19 ଆରେକ୍, ତାକେ ସୁରାୟ୍ଲା ହଃଚେ କଃୟ୍ଲି, "ତର୍ ଉଟ୍ ସଃବୁ ହାଣି କାତା ହଃତେକ୍ ମୁୟ୍ ହାଣି ଦୁଆରିନ୍ଦ୍।" 20 ସେତାର୍ ଗିନେ ସେ ବେଗି ଡକାର୍ ହାଣି କୁଣ୍ଡେ ଡାଳି ଆରେକ୍ ଆଣୁକ୍ କୁଇଁ ଚଃମେ ଦଃବ୍ଳି ଜାୟ୍ ସଃବୁ ଉଟ୍ ମଃନାର୍ ଗିନେ ହାଣି ଆଣ୍ଲି। 21 ସେତାକ୍ ସେ ଦାସ୍ ତାକେ ନିକ କଃରି ଦଃକୁକ୍ ଦଃର୍ଲା; ଆରେକ୍, ମାପୁର୍ ତାର୍ ଗଃଲା କାମାର୍ ଆସା ହୁର୍ନ୍ କଃରେଦ୍ କି ନାୟ୍, ସେରି ଜାଣୁକେ ଚିମ୍ରା ହଃଳିରିଲା।
22 ଆରେକ୍, ଉଟ୍ ମଃନ୍କେ ହାଣି କାଳାୟ୍ଲା ହଃଚେ ସେ ମାନାୟ୍ ତାର୍ ଗିନେ ଆଦ୍ ତୁଳା ସନା ନାସିୟେ ହିନ୍ଦ୍ତା ମୁଦ୍ରା ଆର୍ ତାର୍ ଆତେ ହିନ୍ଦୁକେ ଦଃସ୍ ତୁଳାର୍ ଜଃଳେକ୍ ସନାର୍ ବଃଳା ଦିଲା, 23 " ଆର୍ ସେ ହଃଚାର୍ଲା, ତୁୟ୍ କାର୍ ଜିସି, ମକେ କଃଉ। ତର୍ ଉବାଦିର୍ ଗଃରେ ଅଃମିମଃନ୍ ରାତି ରେଉଁକେ ଟାଣ୍ ଆଚେ କି?" 24 ସେତାକ୍ ସେ କଃୟ୍ଲି, "ନାହର୍ରାର୍ ଡକୁର୍ସି ମିଲ୍କା ତଃୟ୍ହୁଣି ଜଃଲମ୍ ଅୟିଲା ହଃୟ୍ସି ବତୁଏଲାର୍ ଜିସି ମୁୟ୍।" 25 ସେ ଆରେକ୍ କଃୟ୍ଲି, "ଅଃମାର୍ ସୁକ୍ଲା ହିରି ଆର୍ ଦାନା ଗାଦା ଆଚେ, ରାତି ରେଉଁକେ ଟାଣ୍ ଆଚେ।" 26 ସଃଡେବଃଳ୍ ସେ ମାନାୟ୍ ମୁଣ୍ଡିୟା ମାରି ଇସ୍ୱର୍କେ କଃୟ୍ଲା, 27 ମର୍ ସାଉକାର୍ ଅବ୍ରାହାମାର୍ ମାପୁର୍ ଇସ୍ୱର୍ ଜୁଆର୍ ଲାଗ, କାୟିତାକ୍ବଃଲେକ୍ ସେ ମର୍ ସାଉକାର୍ ତଃୟ୍ ଦଃୟା ଆର୍ ସଃତ୍ ବେବାର୍ କଃରୁକେ ବିନେ ଅୟି ନଃକେରେ; ଆରେକ୍, ମାପୁର୍ ମକେ ମର୍ ସାଉକାରାର୍ କୁଳ୍ବଃଉଁସାର୍ ଗଃରେ ବାଟ୍ କାଡାୟ୍ ଆଣିଆଚେ। 28 ଆରେକ୍ ସେ ଟକି ଦଃବ୍ଳି ଜାୟ୍ ଅଃହ୍ଣାର୍ ଆୟ୍ସିର୍ ଗଃରାର୍ ଲକ୍ମଃନ୍କେ ଇ କଃତା ଜାଣାୟ୍ଲି। 29 ଆରେକ୍ ରିବିକାର୍ ଗଃଟେକ୍ ବାୟ୍ସି ରିଲା, ତାର୍ ନାଉ ଲାବଣ୍; ସେ ଲାବଣ୍ ଇ ମାନାୟ୍ର୍ ହାଁୟ୍ କୁଇଁ ଚଃମେ ଦଃବଳି ଗଃଲା। 30 ଲାବଣ୍ ତାର୍ ବେଣ୍ସିର୍ ନାସାୟ୍ ହିନ୍ଦିରିଲା ମୁଦ୍ରା ଆର୍ ଆତେ ହିନ୍ଦି ରିଲା ବଃଳା ଦଃକ୍ଲା ଆର୍ ସେ ଲକ୍ କୟ୍ରିଲା କଃତା ବେଣସିର୍ ଟାଣେ ହୁଣି ସୁଣ୍ଲା ଆର୍ ଉଟ୍ ଚଃମେ ଟିଆ ଅୟ୍ରିଲା ଅବ୍ରାହାମାର୍ ଦାସ୍ ଚଃମେ ଜାୟ୍ କୟ୍ଲା। 31 "ଏ ମାପୁରାର୍ ଆର୍ସିବାଦାର୍ ଲକ୍, ବିତ୍ରେ ଆସ୍, ତୁୟ୍ କାୟ୍ତାର୍ଗିନେ ହଃଦାୟି ଟିଆ ଅୟ୍ଆଚ୍ସି? ମୁୟ୍ ତର୍ ଗଃର୍ ଆର୍ ଉଟ୍ମଃନାର୍ ହାଁୟ୍ ଟାଣ୍ ହାଜି ଆଚି।"
32 ସେତାକ୍ ସେ ମାନାୟ୍ ଗଃରେ ହୁରି କଃରି ଉଟ୍ ମଃନ୍କାର୍ ସଃଜ୍ କୁସ୍ଳାୟ୍ଲା, ସେ ସେମଃନ୍କେ ହିରି ଆର୍ କଃଣ୍ଡା ଦିଲା, ଆରେକ୍ ତାର୍ ଆର୍ ତାର୍ ସଃଙ୍ଗ୍ଉଆଳି ମଃନ୍କାର୍ ହାଦ୍ ଦଃଉଁକେ ହାଣି ଦିଲା। 33 ଇତାର୍ ହଃଚେ ତାର୍ ମୁଁୟେ କାଦି କାତା ଜିନିସ୍ ସଃଙ୍ଗାୟ୍ଲା; ମଃତର୍ ସେ କଃୟ୍ଲା, "ମଃନାର୍ କଃତା ନଃକୟ୍ ମୁଁୟ୍ କାଦିକାଉଁ ନଃଚି।" ସେତାକ୍ ଲାବଣ୍ କଃଇଲା "କଃଉ।"
34 ତଃବେ ସେ କଃୟ୍ଲା, "ମୁୟ୍ ଅବ୍ରାହାମାର୍ ଦାସ୍।" 35 ମାପୁର୍ ମଃର୍ ସାଉକାର୍କେ ଅଃଦିକ୍ ଆସିର୍ବାଦ୍ କଃରିଆଚେ,ତଃବେ ସେ ଅଃଦିକ୍ ମାଜନ୍ ଅୟି ଆଚେ; ଆରେକ୍ ମାପୁର୍ ତାକେ ମଃନ୍ଦା ମଃନ୍ଦା ଗାୟ୍ ମେଣ୍ଡା ଆର୍ ରୁହା ସନା ଆର୍ ଦାସ୍ଦାସି, ଆର୍, ଉଟ୍ ଗଃଦ ଦଃୟ୍ଆଚେ। 36 ଆରେକ୍, ମଃର୍ ସାଉକାରାର୍ ଡକୁର୍ସି ସାରା ବୁଡିବଃଳ୍ ତାର୍ ଗିନେ ଗଟେକ୍ ହଃଅ ଜଃଲମ୍ କଃରିଆଚେ ଆର୍ ସେ ତାକେ ନିଜାର୍ ସଃବୁ ଦଃୟି ଆଚେ। 37 ଆରେକ୍, ମଃର୍ ସାଉକାର୍ ମକେ ସାୟିପ୍ କଃରାୟ୍ କୟ୍ଲା, "ଅଃମି ଜୁଣ୍ମଃନ୍କାର୍ ବିତ୍ରେ ବାସ୍ କଃରୁଲୁ, ତୁୟ୍ ମର୍ ହଅକେ ବିବା କଃରୁକେ ସେ କିଣାନ୍ ଦେସାର୍ କୁୟି କଃନ୍ୟା ଆଣ୍ ନାୟ୍; 38 ମଃତର୍ ମଃର୍ ଉବାର୍ ବଂସାର୍ ଲକ୍ ମଃନ୍କାର୍ ଚଃମେ ଜାୟ୍ ମଃର୍ ହଅର୍ ଗିନେ କଃନ୍ୟା ଆଣ୍।" 39 ସଃଡେବଃଳ୍ ମୁୟ୍ ସାଉକାର୍କେ କୟିଲେ, " କୁୟି କଃନ୍ୟା ମଃର୍ ସଃଙ୍ଗ୍ ନାସ୍ଲେକ୍ ମୁଁୟ୍ କାୟ୍କଃରିନ୍ଦ୍।" 40 ସେତାକ୍ ସେ କଃୟ୍ଲା, "ମୁୟ୍ ଜୁଣ୍ ଇସ୍ୱର୍କେ ମାୟ୍ନ୍ କଃରୁଲେ, ସେ ତର୍ ସଃଙ୍ଗେ ଅଃହ୍ଣାର୍ ଦୁତ୍ ହଃଟାୟ୍ ତର୍ କାମ୍ ହୁରୁଣ୍ କଃରେଦ୍; ସେତାକ୍ ତୁୟ୍ ମଃର୍ ଲକ୍ମଃନାର୍ ତଃୟ୍ ହୁଣି ଆର୍ ଉବାର୍ ବଂଉଁସେ ହୁଣି ମଃର୍ ହଅର୍ ଗିନେ କଃନ୍ୟା ଆଣ୍ସି; 41 ଆରେକ୍ ତୁୟ୍ ମଃର୍ ବଂଉଁସାର୍ ଲକ୍ମଃନ୍କାର୍ ଚଃମେ ଗଃଲେକ୍ ଇ ସଃୟ୍ପ୍ ହୁଣି ମୁକ୍ତି ହାଉସି; ତଃବେ ସେମଃନ୍ କଃନ୍ୟା ଦଃୟି ନଃକେଲେକ୍ ହେଁ, ସଃୟ୍ପ୍ ହୁଣି ମୁକ୍ତି ହାଉସି।"
42 ଇତାର୍ ଗିନେ ଆଜି ମୁୟ୍ ଇ କୁଇଁ ଚଃମେ ହଃଚି ପାର୍ତାନା କଃଲେ, ହେଁ ମଃର୍ ସାଉକାର୍ ଅବ୍ରାହାମାର୍ ମାପୁର୍ ଇସ୍ୱର୍, ତୁୟ୍ ମଃର୍ ଆୟ୍ଲା କାମ୍ ସିଦ୍ କଃର୍, 43 ତଃବେ ଜାଣ୍, ମୁୟ୍ ଅଃବେ ଇ ହାଣିରେତା କୁଇଁ ଚଃମେ ଟିଆ ଅୟିଆଚି। ସେତାକ୍ ହାଣି ଡୁବି ନେଉଁକେ ଆସ୍ତା ଜୁଣ୍ ଦଃଙ୍ଗ୍ଳି ଟକିକ୍ ମୁୟ୍ କୟ୍ନ୍ଦ୍, ତର୍ ଡକାର୍ ହାଣି ମକେ ଗୁଡ଼ିକ୍ ସୁରୁକ୍ ଦେଏ; 44 ଆରେକ୍, ସେ ଦଃଙ୍ଗ୍ଳି ଜଃଡେବଃଳ୍ କୟ୍ଦ୍, ତୁୟ୍ ହାଣି ସୁର୍ ଆର୍ ତର୍ ଉଟ୍ମଃନ୍କାର୍ ଗିନେହେଁ ହାଣି କାଡି ଦଃୟ୍ଦ୍; ତଃବେ ସେ ମଃର୍ ମାଲିକାର୍ ହଅର୍ ଗିନେ ମାପୁର୍ ତଃୟ୍ ହୁଣି ବାଚ୍ଲା କଃନ୍ୟା ଅଃଉଅ। 45 ଇ କଃତା ମଃର୍ ମଃନେ କଃଉତି ରିଲେ, ଇ ବିତ୍ରେ ରିବିକା କଃନ୍ଦେ ଡକା ବଃୟ୍ ବାରାୟ୍ ଆସ୍ଲି। ଆରେକ୍ ସେ କୁଇଁ ବିତ୍ରେ ଜାୟ୍ ହାଣି ଡୁବ୍ତାବଃଳ୍ ମୁୟ୍ କୟିଲେ, "ଗଃଉଆରି କଃରି କଃଉଁଲେ, ମକେ ହାଣି ସୁରୁକେ ଦେଏ।" 46 ସେତାକ୍ ସେ ଜଃଟ୍କଃରି କଃନ୍ଦେ ହୁଣି ଡକା ଉତ୍ରାୟ୍ କୟ୍ଲି,"ସୁର୍, ଆରେକ୍ ମୁୟ୍ ତର୍ ଉଟ୍ ମଃନ୍କେ ହେଁ ହାଣି ସୁରାଇନ୍ଦ୍; ତଃବେ ମୁୟ୍ ହାଣି ସୁର୍ଲେ, ଆରେକ୍, ସେ ଉଟ୍ ମଃନ୍କେ ହାଣି ସୁରାୟ୍ଲି।" 47 ଇତାର୍ ହଃଚେ ମୁୟ୍ ତାକେ ହଃଚାର୍ଲେ, "ତୁୟ୍ କାର୍ ଜିସି?" ସେତାକ୍ ସେ କଃୟ୍ଲି, "ନାହର୍ରାର୍ ଡକୁର୍ସି ମିଲ୍କାର୍ ହଃଅ ବତୁୟେଲ୍, ମୁୟ୍ ତାର୍ ଜିସି।" ତଃବେ ମୁୟ୍ ତାର୍ ନାସିୟେ ମୁଦ୍ରା ଆର୍ ଆତେ ବଃଳା ହିନ୍ଦାୟ୍ଲେ। 48 ଆରେକ୍ ମୁୟ୍ ମୁଣ୍ଡିଆମାରି ଇସ୍ୱର୍କେ ଜୁଆର୍ କଃଲେ, ଆରେକ୍, ଜେ ମର୍ ସାଉକାରାର୍ ହୟ୍ସିର୍ ଗିନେ ତାର୍ ବାୟ୍ର୍ ଜିସିକେ ଆଣୁକ୍ ମକେ ନିକ ବାଟ୍ ଦଃକାୟ୍ ଆଣ୍ଲା, ମଃର୍ ସାଉକାର୍ ଅବ୍ରାହାମାର୍ ସେ ମାପୁର୍ ଇସ୍ୱର୍କେ ଜୁଆର୍ କଃଲେ। 49 ଇତାର୍ଗିନେ ତୁମିମଃନ୍ ଜଦି ମର୍ ସାଉକାରାର୍ ସଂଗ୍ ଦଃୟା ଆର୍ ସଃତ୍ ବେବାର୍ କଃରୁକେ ଗଃଟେକ୍ ମଃନ୍ ଅଃଉଆସ୍, ତଃବେ ସେରି କଃଉଆ; ଆର୍ ଜଦି ନଃଉଁଆସ୍, ସେରି ହେଁ କଃଉଆ; ତଃବେ ମୁୟ୍ କାତା ବାଟ୍ ଅୟିଲେକ୍ ଡେବ୍ରି ବାଟ୍ ବାଉଳିଜାୟ୍ନ୍ଦ୍। 50 ସଃଡେବଃଳ୍ ଲାବଣ୍ ଆର୍ ବତୁୟେଲ୍ ଉତୁର୍ ଦିଲାୟ୍, "ମାପୁର୍ ତଃୟ୍ ହୁଣି ଇ ଗଃଟ୍ଣା ଅୟି ଆଚେ, ଇତାର୍ ଗିନେ ଅଃମି ବଃଲ୍ ଆର୍ ମଃନ୍ଦ୍ କାୟିରି କଃଉଁ ନଃହାରୁ। 51 ଦଃକ୍,ରିବିକା ତର୍ ଚଃମେ ଆଚେ, ତାକେ ନଃୟ୍ଜାଆ, ମାପୁରାର୍ ବଃଚନ୍ ହଃର୍କାରେ ସେ ତର୍ ସାଉକାରାର୍ ହୟ୍ସିର୍ ଡକୁର୍ସି ଅଃଉଅ।" 52 ସଃଡେବଃଳ୍ ଅବ୍ରାହାମାର୍ ଦାସ୍ ସେମଃନାର୍ ଇ କଃତା ସୁଣ୍ଲାଦାହ୍ରେ ମାପୁର୍କେ ବୁୟେଁ ଡୁଳି ଜୁଆର୍ କଃଲା। 53 ଇତାର୍ ହଃଚେ ସେ ଦାସ୍ ରୁହା ଆର୍ ସନାର୍ ମାଳି ଆର୍ ବଃସ୍ତର୍ ବାର୍କଃରି ରିବିକାକେ ଦିଲା; ଆରେକ୍, ତାର୍ ବାୟ୍ସି ଆର୍ ଆୟ୍ସିକେ ହେଁ ବୁତେକ୍ ମଃଲାର୍ ଜିନିସ୍ ଦିଲା।
54 ସେତାକ୍ ସେ ଆର୍ ତାର୍ ସଃଙ୍ଗେ ଆୟ୍ଲା ଲକ୍ କାଦି କାୟି କଃରି ସେଟାଣେ ରାତି ରିଲାୟ୍; ଇତାର୍ହଃଚ ସେମଃନ୍ ବର୍ ସଃକାଳେ ଉଟ୍ଲାୟ୍, ସେ ଦାସ୍ କୟ୍ଲା, "ମର୍ ସାଉକାରାର୍ ଚଃମେ ଜଃଉଁକେ ମକେ ମେଲାଣି ଦିଆ।"
55 ସେତାକ୍ ରିବିକାର୍ ବାୟ୍ସି ଆର୍ ଆୟ୍ସି କଃୟ୍ଲାୟ୍, "ଇ କଃନ୍ୟା ଅଃମାର୍ ତଃୟ୍ , ଅଃଉଁହାରେ ସାତ୍ କି ଦଃସ୍ ଦିନ୍ ରେଉଅ, ତାର୍ହଃଚେ ସେ ଜଃଉଅ।" 56 ମଃତର୍ ସେ ସେମଃନ୍କେ କୟ୍ଲା, "ମକେ ବେସିଦିନ୍ କଃରା ନାୟ୍, ଜୁୟ୍ତାର୍ଗିନେ ମାପୁର୍ ମଃର୍ ଆୟ୍ଲା କାମ୍ ହୁର୍ନ୍ କଃରିଆଚେ, ଅଃବେ ନିଜାର୍ ସାଉକାର୍ ଚଃମେ ଜଃଉଁକେ ମକେ ସେଲ ଦିଆ।"
57 ସେତାକ୍ ସେମଃନ୍ କଃୟ୍ଲାୟ୍, "ଅଃମି କଃନ୍ୟାକେ କୁଦି ମୁୟେଁ ହଃଚାରୁନ୍ଦ୍।" 58 ଇତାର୍ହଃଚ ସେମଃନ୍ ରିବିକାକେ କୁଦି କଃୟ୍ଲାୟ୍, "ତୁୟ୍ ଇ ମାନାୟ୍ ସଂଗ୍ ଜାସିକି?" ସେତାକ୍ ସେ କଃୟ୍ଲି, ହେଁ "ଜାୟ୍ନ୍ଦ୍।" 59 ସଃଡେବଃଳ୍ ସେମଃନ୍ ଅଃହ୍ଣାର୍ ବେଣି ରିବିକାକେ ଆର୍ ତାର୍ ଦାସିକେ, ଆରେକ୍ ଅବ୍ରାହାମାର୍ ଦାସ୍ ଆର୍ ତାର୍ ଲକ୍ମଃନ୍କେ ସେଲ ଦିଲାୟ୍। 60 ଆରେକ୍, ରିବିକାକେ ଆସିର୍ବାଦ୍ କଃରି କଃୟ୍ଲା, "ତୁୟ୍ ମଃର୍ ବେଣି, ଅଃଜାର୍ ଅଃଜାର୍ ଲକାର୍ ଆୟ୍ସି ଅଃଉ; ତର୍ ବଂଉଁସ୍ ନିଜାର୍ ସଃତ୍ରୁମଃନାର୍ ଗଃଳ୍ ଅଃଦିକାର୍ କଃରତ୍।"
61 ଇତାର୍ହଃଚ ରିବିକା ଆର୍ ତାର୍ ଦାସିମଃନ୍ ବାରାୟ୍ ଉଟ୍ ଉହ୍ରେ ଚଃଗି ସେ ମାନାୟ୍ର୍ ହଃଚେ ହଃଚେ ଗଃଲାୟି। ଇହର୍ ସେ ଦାସ୍ ରିବିକାକେ ନଃୟ୍କଃରି ଗଃଲା। 62 ସେ ବେଳାୟ୍ ଇସାକ୍ ଉତୁର୍ ଦେସେ ବାସା କଃରି ରିଲାର୍ ଗିନେ ବେର୍-ଲହୟ-ରୟ୍ ନାଉଁଆର୍ ଜଃଗାକେ ଜାୟ୍ ବାଉଳି ଆସ୍ତିରିଲା। 63 ଆରେକ୍,ସଃଞ୍ଜ୍ ବେଳାୟ୍ ହାଚି ଦଃକୁକେ ଜଃମି ବାଟ୍ ଜାୟ୍ରିଲା; ଅଃଡେବଃଳ୍ ଉଟ୍ମଃନ୍ ଆସ୍ତାର୍ ଦଃକ୍ଲା। 64 ସଃଡେବଃଳ୍ ରିବିକା ଇସାକ୍କେ ଦଃକି ଉଟ୍ ଉହ୍ରେ ହୁଣି ଉତୁର୍ଲି। 65 ଆରେକ୍, ରିବିକା ସେ ଅବ୍ରାହାମାର୍ ଦାସ୍କେ ହଃଚାର୍ଲି, "ଅଃମାର୍ ସଂଗ୍ କଃତା କଃରୁକେ ଜୁଣ୍ ଲକ୍ ଜଃମିୟେ ହୁଣି ଆସୁଲା, ସେ ମାନାୟ୍ କେଏ?" ସେତାକ୍ ଦାସ୍ କୟ୍ଲା, "ସେ ମର୍ ମାଲିକ୍," ଇତାର୍ ଗିନେ ରିବିକା ଅଡ୍ଣା ନଃୟ୍ ନିଜ୍କେ ଡାହି ଅୟ୍ଲି।
66 ଇତାର୍ହଃଚ ସେ ଦାସ୍ ଇସାକ୍କେ ନିଜେ କଃଲା କାମାର୍ ସଃବୁ କଃତା କଃୟ୍ଲା।
67 ସଃଡେବଃଳ୍ ଇସାକ୍ ରିବିକାକେ ଲାଡ୍କଃରି ତାର୍ ଆୟ୍ସି ସାରାର୍ ତୁମ୍ ତଃୟ୍ ନଃୟ୍ଜାୟ୍ ତାକେ ବିବା କଃଲା। ଆରେକ୍ ସେ ତାର୍ ଡକୁର୍ସି ଅୟ୍ଲି। ସେତାକ୍ ଇସାକ୍ ଆୟ୍ସି ମଃଲା ଦୁକେ ହୁଣି ଦୁକ୍ ହାସୁର୍ଲା।