1 ସଃଡେବଃଳ୍ ଜାକୁବ ନିଜାର୍ ଉବାସି ବାସ୍ କଃର୍ତା ଟାଣେ କିଣାନ୍ ଦେସେ ବାସ୍ କଃର୍ତିରିଲା। 2 ଇରି ଅଃଉଁଲି ଜାକୁବାର୍ ଗଃର୍କୁଟୁମ୍; ଜସେପ୍ ସଃତ୍ର ବଃର୍ସ୍ ବଃଳ୍, ନିଜାର୍ ବାୟ୍ସିମଃନାର୍ ସଃଙ୍ଗ୍ ଚେଳି ଆର୍ ମେଣ୍ଡା ଚଃରାଉତି ରିଲା; ସେ ନିଜାର୍ ଉବାସିର୍ ଡକୁର୍ସି ବିଲ୍ହା ଆର୍ ସିଲ୍ପାର୍ ହୟ୍ସିର୍ ସଃଙ୍ଗୁଆଡ଼ି ହିଲା ରିଲା; ଆର୍ ଜସେପ୍ ସେ ବାୟ୍ସିମଃନାର୍ କଃରାପ୍ ବେବାର୍ ବିସୟେ ଉବାସି ହାକ୍ କବୁର୍ ଆଣ୍ତି ରିଲା।
3 ସେ ଜସେପ୍ ଜାକୁବର୍ ବୁଡାବଃଡ଼ାର୍ ହୟିସି ଅୟ୍ରିଲାର୍ ଗିନେ ଜାକୁବ ସଃବୁ ହିଲାମଃନାର୍ ତଃୟ୍ହୁଣି ତାକେ ଅଃଦିକ୍ ଲାଡ୍ କଃର୍ତିରିଲା ଆର୍ ତାକେ ନାନା ବଃର୍ନାର୍ ଗଟେକ୍ ଆଙ୍ଗି ସୁୟ୍ ଦଃୟ୍ରିଲା 4 ମଃତର୍ ସଃବୁ ହୟ୍ସିମଃନାର୍ ତଃୟ୍ହୁଣି ଜସେପ୍କେ ଅଃଦିକ୍ ଲାଡ୍କଃର୍ତାର୍ ଦଃକି ତାର୍ ବାୟ୍ସିମଃନ୍ ତାକେ ଡାରା ଅଃଉଁକେ ଦଃର୍ଲାୟ୍ ଆର୍ ତାକେ ଲାଡାର୍ କଃତା କଃଉଁକେ ନଃହାର୍ଲାୟ୍। 5 ଇତାର୍ହଃଚ ଜସେପ୍ ରାତି ବଃଳ୍ ଗଟ୍ ଚଃହୁନ୍ ଦଃକ୍ଲା ଆର୍ ସେରି ତାର୍ ବାୟ୍ସିମଃନ୍କେ କୟ୍ଲା; ସେତାକେ ବାୟ୍ସିମଃନ୍ ଅଃଦିକ୍ ରିସା ଅୟ୍ଲାୟ୍। 6 କାୟିତାକ୍ବଃଲେକ୍ ସେ ସେମଃନ୍କେ କୟ୍ଲା; "ମୁଁୟ୍ ଜୁୟ୍ରି ଚଃହ୍ନେ ଦଃକି ଆଚି, ଗଃଉଆରି କଃରୁଲେ ସେରି ସୁଣା।" 7 ଦଃକା ଅଃମିମଃନ୍ ହଃଦାୟି ହଃଣ୍ଡା ବାନ୍ଦ୍ତିରିଲୁ, ସଃଡେବଃଳ୍, ଦଃକା ମର୍ ହଃଣ୍ଡା ଉଟି ଟିଅୟ୍ଲି; ଆରେକ୍, ତୁମିମଃନାର୍ ହଃଣ୍ଡା ସଃବୁ ମର୍ ହଃଣ୍ଡା ଚାରିବାଟ୍ ଅୟି ଜୁଆର୍ କଃଲାୟି।
8 ଇତାକ୍ ତାର୍ ବାୟ୍ମଃନ୍ ତାକ୍ କୟ୍ଲାୟ୍, "ତୁୟ୍ କି ସଃତେ ଅଃମାର୍ ଉହ୍ରେ ରଃଜା ଅଃଉସି? ତୁୟ୍ କି ସଃତେ ଅଃମିମଃନାର୍ ଉହ୍ରେ ରାଜ୍ କଃର୍ସି?" ସେତାକ୍ ସେମଃନ୍ ତାର୍ ଚଃହୁନ୍ ଆର୍ ତାର୍ କଃତାର୍ ଗିନେ ତାକେ ଆରେକ୍ ଅଃଦିକ୍ ରିସା ଅୟ୍ଲାୟ୍। 9 ଜସେପ୍ ଆରେଗଟେକ୍ ଚଃହୁନ୍ ଦଃକି ବାୟ୍ସିମଃନ୍କେ କୟ୍ଲା, "ମୁୟ୍ ଆରେଗଟେକ୍ ଚଃହୁନ୍ ଦଃକି ଆଚି, ଦଃକା, ବେଳ୍ ଆର୍ ଜଃନ୍ ଆର୍ ଏଗାର ଗଟ୍ ତାରାମନ୍ ମକେ ଜୁଆର୍ କଃଲାୟି।"
10 ମଃତର୍ ସେ ତାର୍ ନିଜାର୍ ବାୟ୍ସି ଆର୍ ଉବାସି ଚଃମେ ସେରି କୟ୍ଲାକେ, ତାର୍ ଉବାସି ତାକେ ଦଃକା ଦଃୟି କୟ୍ଲା, "ତୁୟ୍ ଇ କଃନ୍କା ଚଃହୁନ୍ ଦଃକ୍ଲିସ୍? ମୁୟ୍ ଆର୍ ତର୍ ଆୟ୍ଦି ଆର୍ ତର୍ ବାୟ୍ଦିମଃନ୍, ଆମିମଃନ୍କି ବୁୟେଁ ଡୁଳି ତକେ ଜୁଆର୍ କଃରୁକେ ଆସୁନ୍ଦ୍?" 11 ସେତାକେ ତାର୍ ବାୟ୍ସିମଃନ୍ ତାକେ ଅଃକାର୍ ଅୟ୍ଲାୟ୍, ମଃତର୍ ତାର୍ ଉବାସି ସେକଃତା ମଃନେ ରଃକିରିଲା।
12 ହଃଚେ ତାର୍ ବାୟ୍ସିମଃନ୍ ଉବାସିର୍ ହସୁ ମଃନ୍ଦା ଚଃରାଉଁକେ ସିକିମ୍ ଗଃଲାକେ, 13 ଇସ୍ରାଏଲ୍ ଜସେପ୍କେ କୟ୍ଲା, "ତର୍ ବାୟ୍ମଃନ୍ ସିକିମେ ହସୁମଃନ୍କେ ଚଃରାଉଁଲାୟ୍, ଆସ୍ ମୁୟ୍ ତକେ ସେମଃନାର୍ ହାକ୍ ହଃଟାୟ୍ନ୍ଦ୍; ସେତାକ୍ ସେ କୟ୍ଲା, ହେଁ ମୁଁୟ୍ ଜାୟ୍ନ୍ଦ୍।" 14 ସଃଡେବଃଳ୍ ତାର୍ ଉବାସି ତାକେ କୟ୍ଲା, "ତୁୟ୍ ଜାୟ୍ ତର୍ ବାୟ୍ଦିମଃନ୍ ଆର୍ ହସୁ ମଃନ୍ଦା ନିକ ଆଚ୍ତି କି ନାୟ୍ ଦଃକି ମର୍ ହାକ୍ କବୁର୍ ଆଣ୍।" ଇ ହଃର୍କାରେ ସେ ହିବ୍ରଣାର୍ ଆଟାଳେ ହୁଣି ଜସେପ୍କେ ହଃଟାୟ୍ଲାକେ, ସେ ସିକିମେ ହଚ୍ଲା। 15 ସଃଡେବଃଳ୍ ଗଟ୍ ଲକ୍ ଜସେପ୍କେ ହଃଦାୟି ଏଣେତେଣେ ବୁଲ୍ତାର୍ ଦଃକି ହଃଚାର୍ଲା, "ତୁୟ୍ କାୟିରି ଲଳୁଲିସ୍?" 16 ସେ କୟ୍ଲା, "ମର୍ ବାୟ୍ମଃନ୍କେ କଜୁଲେ, ସେମଃନ୍ କୁୟ୍ତି ହସୁ ମଃନ୍ଦା ଚଃରାଉଁଲାୟ୍, ଦଃୟାକଃରି ମକେ କଃଉ।" 17 ସେ ମାନାୟ୍ କୟ୍ଲା, "ସେମଃନ୍ ଇତିହୁଣି ଗଃଲାଇବେ, ବଃଲେକ୍ ମୁୟ୍ ସୁଣ୍ତିରିଲେ ସେମଃନ୍ ଦତନ୍କେ ଜଃଉଁନ୍ଦ୍ ବଃଲି କଃଉତିରିଲାୟ୍।" ସେତାକ୍ ଜସେପ୍ ନିଜାର୍ ବାୟ୍ସିମଃନାର୍ ହଃଚେ ହଃଚେ ଜାୟ୍ ଦତନେ ସେମଃନ୍କେ ବେଟ୍ହାୟ୍ଲା।
18 ସେମଃନ୍ ତାକ୍ ଦୁରିହୁଣି ଦଃକ୍ଲାୟ୍, ଆର୍ ସେ ସେମଃନାର୍ ଲଗେ ହଚ୍ତା ଆଗ୍ତୁ ସେମଃନ୍ ତାକେ ମଃର୍ନେ ମାରୁକେ କୁଟ୍ କଃଲାୟି। 19 ଆରେକ୍, ସେମଃନ୍ ତାକାର୍ ତାକାର୍ ବିତ୍ରେ କୟ୍ଲାୟ୍, "ହାଦେ ଦଃକା, ଚଃହୁନ୍ ଦଃକୁ ବାବୁ ଆସୁଲା। 20 ଆସା ଅଃମି ତାକେ ମଃର୍ନେ ମାରି କାଲେ ହଃକାଉଁଆ; ଆର୍ କାୟ୍ଅଲେ ବଃନ୍ ଜଃତ୍ ଦରିକାୟ୍ଲି ବଃଲି କଃଉଁଆ; ତାର୍ ଚଃହ୍ନାର୍ କାୟିରି ଅୟ୍ଦ୍ ଦଃକୁଆଁ।"
21 ଇ କଃତା ସୁଣି ରୁବେନ୍ ସେମଃନାର୍ ଆତେହୁଣି ତାକେ ବାଚାଉଁକେ କୟ୍ଲା, "ନାୟ୍, ଅଃମିମଃନ୍ ତାକେ ଜିବନେ ମାରୁ ନଃଚୁଆଁ।" 22 ଆର୍ ରୁବେନ୍ ସେମଃନାର୍ ଆତେହୁଣି ବାଚାୟ୍ ଉବାସିର୍ ହାକ୍ ହଃଟାଉଁକେ ମଃନ୍କଃରି ସେମଃନ୍କେ କୟ୍ଲା; "ତୁମିମଃନ୍ ମଃର୍ନେ ମାରାନାୟ୍; ଇ ବଃଟାର୍ ଇ କାଲ୍ ବିତ୍ରେ ବେଟି ହଃକାଉଆ, ମଃତର୍ ତାର୍ ଉହ୍ରେ ଆତ୍ ଉଟାଉଆ ନାୟ୍।" 23 ଜଃଡେବଃଳ୍ ଜସେପ୍ ତାର୍ ବାୟ୍ସିମଃନାର୍ ଲଃଗେ ହଚ୍ଲା, ସେମଃନ୍ ତାର୍ ହଃଜ୍ଲା କାବ୍ରାଚିତ୍ରା ଆଙ୍ଗି କାଡି କଃରି, 24 ତାକେ ଦଃରି କାଲ୍ ବିତ୍ରେ ହଃକାୟ୍ଲାୟ୍, ସେତି ହାଣି ନଃରିଲି। 25 ଜଃଡେବଃଳ୍ ସେମଃନ୍ କାଉଁକେ ବଃସିରିଲାୟ୍; ସେମଃନ୍ ଦଃକ୍ଲାୟ୍ ଜେ ଗିଲିୟଦ୍ ତଃୟ୍ହୁଣି ଇସ୍ମାଏଲାର୍ ଗଟ୍ ଦଃଳ୍ ଉଟ୍ ଉହ୍ରେ ବାସ୍ନା ଜିନିସ୍ ଆର୍ ଦୁହ୍ଣି ଦଃରି ମିସର୍ ଦେସେ ଜାତିରିଲାୟ୍; 26 ସଃଡେବଃଳ୍ ଜିହୁଦା ବାୟ୍ସିମଃନ୍କେ କୟ୍ଲା, "ଅଃମାର୍ ବାୟ୍କେ ମାରି ତାର୍ ବଃନି ଲୁକାୟ୍ଲେକ୍ ଅଃମାର୍ କାୟି ଲାବ୍? 27 ଆସା ଅଃମି ଇ ଇସ୍ମାଏଲିୟ ଲକ୍ମଃନ୍କେ ବିକୁଆଁ, ଅଃମାର୍ ଆତ୍ ତାର୍ ବିରୁଦେ ଉଟାଉଁ ନଃଚୁଆଁ; ସେ ଅଃମିମଃନାର୍ ବାୟ୍ ଆର୍ ଅଃମାର୍ ମାସ୍ ମିସିଆଚେ।" ସେତାକ୍ ତାର୍ ବାୟ୍ସିମଃନ୍ ରାଜି ଆୟ୍ଲାୟ୍। 28 ସଃଡେବଃଳ୍ ମିଦିଅନ୍ ବେପାରିମଃନ୍ ଲଗେ ଆୟ୍ଲାକେ, ତାର୍ ବାୟ୍ମଃନ୍ ଜସେପ୍କେ କାଲେହୁଣି ଉହ୍ରେ ବାର୍ କଃରି; ଇସ୍ମାଏଲିୟମଃନାର୍ ତଃୟ୍ହୁଣି କଳେ ସେକଲ୍ରୁଆ ଟଃକା ନଃୟ୍ ଜସେପ୍କେ ବିକ୍ଲାୟ୍; ହଃଚେ ସେମଃନ୍ ଜସେପ୍କେ ମିସର୍ ଦେସେ ନିଲାୟ୍।
29 ରୁବେନ୍ କାଲ୍ବିତ୍ରେ ଜାୟ୍ ଦଃକ୍ଲାଜେ ଜସେପ୍ କାଲ୍ ବିତ୍ରେ ନାୟ୍, ସେତାର୍ ଗିନେ ସେ ନିଜାର୍ ବଃସ୍ତର୍ ଚିର୍ଲା। 30 ଆରେକ୍ ବାୟ୍ସିମଃନାର୍ ହାକ୍ ବାଉଡ଼ି ଆସି କୟ୍ଲା, "ହିଲା ନାୟ୍, ମୁୟ୍ କେଣେ ଜାୟ୍ନ୍ଦ୍?" 31 ଇତାର୍ହଃଚ ତାର୍ ବାୟ୍ମଃନ୍ ଜସେପାର୍ ଆଙ୍ଗି ନିଲାୟ୍ ଆର୍ ଗଟେକ୍ ଚେଳିଗଃଡ୍ରା ମାରି ତାର୍ ବଃନିଏ ସେରି ବୁଡାୟ୍ଲାୟ୍। 32 ଆର୍ ସେମଃନ୍ ନିଜାର୍ ଉବାସି ହାକ୍ ସେ ବାନା ଚିତ୍ରା ଆଙ୍ଗି ହଃଟାୟ୍ କୟ୍ଲାୟ୍, "ଅଃମିମଃନ୍ ଇରିସେ ମିଳାୟ୍ଲୁ, ଇରି ତର୍ ହୟ୍ଦିର୍ ଆଙ୍ଗି କି ନାୟ୍ ଚିନା।"
33 ସେରି ଚିନି ସେ କୟ୍ଲା, "ଇ ଆଙ୍ଗି ତ ମର୍ ହିଲାର୍; କୁୟି ଅଲେ ବଃନ୍ ଜଃତୁ ତାକେ କାୟ୍ଲିଆଚେ, ଜସେପ୍ ବାୟ୍ଦ୍ରେ କଃଣ୍ଡ୍ କଃଣ୍ଡ୍ ଅୟି ଆଚେ।" 34 ସେତାକ୍ ଜାକୁବ ନିଜାର୍ ବଃସ୍ତର୍ ଚିରି ବାସ୍ତା ହିନ୍ଦି ନିଜାର୍ ହିଲାର୍ ଗିନେ ଅଃନେକ୍ ଦିନ୍ ହଃତେକ୍ କାନ୍ଦ୍ଲା। 35 ତାକାର୍ ସଃବୁ ହୟିସି ଆର୍ ଜିସିମଃନ୍ ଉଟି ବୁଜାଉଁକେ ଦଃର୍ଲାୟ୍; ମଃତର୍ ସେ ନଃମାନ୍ଲା; ଆର୍ କୟ୍ଲା, "ମୁୟ୍ କାନ୍ଦି କାନ୍ଦି ମର୍ ହିଲା ସଙ୍ଗ୍ ମଃରିନ୍ଦ୍।" ଇ ରଃକମ୍ ତାର୍ ଉବାସି ତାର୍ ହିଲାର୍ ଗିନେ ରଃଦନ୍ କଃଲା। 36 ଇ ହଃର୍କାରେ ସେ ମିଦିନିୟମଃନ୍ ମିସର୍ ଦେସେ ପଟିପର୍ ନାଉଁଆର୍ ପାରର୍ ଦାସ୍, ବଃଲେକ୍ ରଃକ୍ୟାକାରି ସଃୟ୍ନ୍ ଅଃଦିକାରିକେ ବିକ୍ଲାୟ୍।