1 ଇତାର୍ ହଃଚେ ଗଟ୍ ଦିନ୍ କଃରାବଃଳ୍ ଅବ୍ରାହାମ୍ ମମ୍ରିର୍ ଅଲନ୍ ଗଃଚ୍ ତଃଳେ ନିଜାର୍ ତୁମ୍ ବାଟ୍ଦୁଆରେ ବଃସି ରିଲା; ସଃଡେବଃଳ୍ ଇସ୍ୱର୍ ସେଟାଣେ ତାକେ ଦଃକାୟ୍ ଅୟ୍ଲା। 2 ସେତି ସେ ମୁଉଁ ଟେକି ଦଃକ୍ଲା, ତିନି ଗଟ୍ ମାନାୟ୍ ତାର୍ ମୁଉଁ ସଃଳ୍କେ ଟିଅୟ୍ ଆଚ୍ତି; ଆରେକ୍, ଦଃକ୍ଲା ଦାହ୍ରେ କଃତା ବାର୍ତା କଃରୁକେ ତୁମ୍ ଦୁଆରେ ହୁଣି ଦଃବ୍ଳି ଜାୟ୍ ହାଦେ ଡୁଳିକଃରି କୟ୍ଲା, 3 "ଏ ମାପୁର୍" ଗଃଉଆରି କଃରୁଲେ, "ଜଦି ତୁମିମଃନ୍ ମର୍ ଉହ୍ରେ ମଃନ୍ସଃର୍ଦା ଆଚାସ୍, ତଃବେ ଇ ଦାସ୍ ଚଃମେ ଅଃଳକ୍ ସଃମୟ୍ ରିଆ। 4 ଗଃଉଆରି କଃରୁଲେ, ମକେ ଗୁଡ଼ିକ୍ ହାଣି ଆଣୁକେ ଚଃନେକ୍ ସଃମୟ୍ ଦିଆ ଆରେକ୍ ତୁମିମଃନ୍ ହାଦ୍ ଦୟ୍କଃରି ଇ ଗଃଚ୍ ତଃଳେ ବିସାଉଆ। 5 କାୟିତାକ୍ ବଃଲେକ୍ ତୁମିମଃନ୍ ତୁମାର୍ ଦାସ୍ ଚଃମେ ଆସି ଆଚାସ୍, ଇତାର୍ଗିନେ ମକେ ଅଃଳକ୍ କାଦିଜିନିସ୍ ଆଣୁକେ ଦିଆ, ଆର୍ କାଦି କାୟିଲା ହଃଚେ ତୁମି ଜାହା" ସଃଡେବଃଳ୍ ସେମଃନ୍ କୟ୍ଲାୟ୍ "ଜାୟ୍ରି କଃଉଁଲିସ୍ ସେରି କଃର୍।"
6 ସେତାର୍ ଗିନେ ଅବ୍ରାହାମ୍ ବେଗି ତୁମ୍ଗଃରେ ସାରା ଚଃମେ ଜାୟ୍ କୟ୍ଲା,"ତିନି ସେର୍ ନିକ ମଃଇଦା ଗୁଣ୍ଡ୍ ଚାଲାୟ୍ କଃରି ବେଗି ରୁଟି ହାଜ୍।" 7 ଇତାର୍ ହଃଚେ ଅବ୍ରାହାମ୍ ଗଟେଟାଣେ ଜାୟ୍ ନିକ ଦୁମା ବାଚିହିଲା ଆଣି ଦାସ୍କେ ଦିଲା, ସେରି ସେ ବେଗି ରାନ୍ଦ୍ଲା। 8 ସଃଡେବଃଳ୍ ସେ, ଦୁଦ୍ ଆର୍ ଦୁମା ବାଚିମାସ୍ ଆଣି ସେମଃନାର୍ ଚଃମେ ସଃଙ୍ଗାୟ୍ଲା, ଆରେକ୍, ସେମଃନ୍ କାଦିକାତା ବେଳାୟ୍ ଗଃଚ୍ ତଃଳେ ସେ ମଃନ୍କାର୍ ଚଃମେ ଟିଆ ଅୟ୍ରିଲା। 9 ତାର୍ ହଃଚେ ଗଟେକ୍ ତାକେ ହଃଚାର୍ଲା, "ତର୍ ଡକୁର୍ଦି ସାରା କୁୟ୍ତି ଆଚେ?" ସେ କୟ୍ଲା, "ସେ ତୁମ୍ ବିତ୍ରେ ଆଚେ।" 10 ତଃବେ ସେମଃନାର୍ ବିତ୍ରେ ଏକ୍ଲା କୟ୍ଲା, " ଅଃମି ଆସ୍ତା ବଃର୍ସାର୍ ଇ ମାସ୍ ଅୟିଲେକ୍ ଆରେକ୍ ଲେଉଟି ଆସୁନ୍ଦ୍; ଜାଣି ରେଏ, ସେ ସଃମୟେ ତର୍ ଡକୁର୍ଦି ସାରାର୍ କଳେ ଗଃଟେକ୍ ଅଃଣ୍ଡ୍ରା ହିଲା ରଃୟ୍ଦ୍। ସାରା ଇ କଃତା ତୁମ୍ ବାଟ୍ ଦୁଆରେ ହୁଣି ସେମଃନ୍କାର୍ ହଃଚ୍ବାଟ୍ୟା ରଃୟ୍ ସୁଣ୍ଲି।" 11 ସେ ସଃମୟେ ଅବ୍ରାହାମ ଆର୍ ସାରା ବୁଡା ବୁଡି ଅୟି ରିଲାୟ୍, ଆରେକ୍, ସାରାର୍ ଗଃର୍ବ୍ବାସ୍ ଜାତା ବଃୟ୍ସ୍ ସଃରିରିଲି। 12 ଇତାର୍ ଗିନେ ସାରା ନିଚଳି ମଃନେ ମଃନେ କଃୟ୍ଲି, "ମର୍ ଇ ସେସ୍ କାଳେ କାୟିରି ଇହର୍ ସଃର୍ଦା ଅୟ୍ଦ୍? ଆରେକ୍ ମର୍ ଅଃଣ୍ଡ୍ରାହେଁ ବୁଡା।"
13 ସଃଡେବଃଳ୍ ମାପୁର୍ ଅବ୍ରାହାମ୍କେ କୟ୍ଲା, "ତାର୍ ବୁଡିବଃଳ୍ ହିଲା ଜଃଲମ୍ ଅୟ୍ଦ୍, ଇରି ଜାଣି ସାରା କାୟିତାକ୍ ନିଚଳ୍ଲି" 14 ମାପୁରାର୍ ଗିନେ କାୟ୍କାମ୍ କଃସ୍ଟ କି? ଇ ସଃମୟ୍ ଆରେଗଟ୍ତର୍ ଆୟ୍ଲେକ୍, ସଃମାନ୍ ବେଳାୟ୍ ଅଃମି ବାଉଳି ଆସୁନ୍ଦ୍, ସେ ସଃମୟେ ସାରାର୍ କଳେ ଗଟେକ୍ ଅଃଣ୍ଡ୍ରାହିଲା ରଃୟ୍ଦ୍। 15 ସେତାକେ ସେ କଃତାକେ ସାରା "ମୁୟିଁ ନିଚଳି ନଃକେରି" ବଃଲି ମିଚ୍କଃତା କୟ୍ଲି, କାୟିତାକ୍ ବଃଲେକ୍ ସେ ଡିର୍ଲି। ମଃତର୍ ସେ କୟ୍ଲା, "ତୁୟ୍ ବାୟ୍ଦ୍ରେ ନିଚଳ୍ଲିସ୍।"
16 ଇତାର୍ ହଃଚେ, ସେ ଲଃକ୍ମଃନ୍ ସେତିହୁଣି ବାରାୟ୍ କଃରି ସଦମ୍ବାଟ୍ ଗଃଲାୟି, ଅବ୍ରାହାମ୍ ବାଟ୍ ଦଃକାଉଁକେ ସେମଃନାର୍ ସଃଙ୍ଗ୍ ଗଃଲା। 17 ତଃବେ ମାପୁର୍ କୟ୍ଲା, "ମୁୟ୍ ଜୁୟ୍ରି କଃରୁକେ ମଃନ୍କଃରିଆଚି, ସେରି କାୟି ଅବ୍ରାହାମ୍କେ ଲୁକାୟ୍ନ୍ଦ୍? 18 ଅବ୍ରାହାମ୍ ତଃୟ୍ହୁଣି ଗଟେକ୍ ବଃଡ୍ସଃକ୍ତିରି ଗସ୍ଟି ଉବ୍ଜାଣ୍ ଅଃଉତି ଆର୍ ହୁର୍ତିବିର୍ ସଃବୁ ଗସ୍ଟି ତାର୍ ତଃୟ୍ ହୁଣି ଆସିର୍ବାଦ୍ ହାଉତି। 19 ଜୁଣ୍ତାର୍ ଗିନେ ତାର୍ ଆସ୍ତାଦିନାର୍ ହିଲାମଃନ୍ ଆର୍ ଗଃର୍ କୁଟୁମ୍ ଜଃନ୍କଃରି ନ୍ୟାୟ୍ ଆର୍ ଟିକ୍ ବେବାର୍ କଃରୁକେ ମାପୁରାର୍ ବାଟେ ଇଣ୍ଡ୍ତି, ଇତାର୍ ଗିନେ ସେମଃନ୍କେ ଜଃନ୍କଃରି ଆଦେସ୍ ଦଃୟ୍ଦ୍, ଇ ହର୍ କଃରୁକେ ମୁୟ୍ ତାକେ ବାଚିଆଚି; ସେତି ମାପୁର୍ ଅବ୍ରାହାମାର୍ ବିସୟେ ନିଜାର୍ କୟିରେତା କଃତା ହୁରୁଣ୍ କଃରେଦ୍।"
20 ଇସ୍ୱର୍ ଅବ୍ରାହାମ୍କେ କୟ୍ଲା, "ସଦମ ଆର୍ ଗମ୍ରା ବିରୁଦେ ବଃଡ୍ ଅଃନ୍ୟାୟ୍ ଜାଣା ହଃଳୁଲି, ସେମଃନ୍କାର୍ ହାହ୍ ଅଃପର୍ବଳ୍ ଅୟିଆଚେ; 21 ଇତାର୍ଗିନେ ମୁୟ୍ ତଃଳେ ଦଃକୁକ୍ ଜାୟ୍ ମର୍ ଚଃମେ ଆସ୍ତା କାନ୍ଦ୍ଣି ହଃର୍କାରେ ସେମଃନ୍ ଇକାମ୍ କଃରିଆଚ୍ତି କି ନାୟ୍ ସେରି ଜାଣିନ୍ଦ୍।"
22 ଇତାର୍ହଃଚ ସେ ଲଃକ୍ମଃନ୍ ସେତି ହୁଣି ବାଉଳି ସଦମ୍ ବାଟ୍ ଗଃଲାୟି; ମଃତର୍ ଅବ୍ରାହାମ୍ ସଃଡେବଃଳ୍ ହଃତେକ୍ ମାପୁରାର୍ ତଃୟ୍ ଟିଅୟ୍ ରିଲା। 23 ଇତାର୍ହଃଚ ଅବ୍ରାହାମ୍ ଇସ୍ୱର୍ ଚଃମେ ଜାୟ୍ କୟ୍ଲା, "ତୁୟ୍କି ଦୁସ୍ଟ୍ ସଃଙ୍ଗ୍ ଦଃର୍ମିକେ ନାସ୍ କଃର୍ସି କି? 24 ଅଃଉଁହାରେ, ଗଃଳ୍ ବିତ୍ରେ ପଚାସ୍ ଲକ୍ ଦଃର୍ମି ରେତି; ସେବିତ୍ରେ ରେତା ପଚାସ୍ ଲକ୍ ଦଃର୍ମିର୍ ଗିନେ ସେ ଜଃଗା ରଃକ୍ୟା ନଃକେରି ନାସ୍ କଃର୍ସି? 25 ଦୁସ୍ଟ୍ ସଃଙ୍ଗ୍ ଦଃର୍ମିକେ ନାସ୍ କଃର୍ତା କାମ୍ ତର୍ ଦୁରି ରେଉଅ ଆର୍ ଦଃର୍ମିକେ ଦୁସ୍ଟ୍ ସଃଙ୍ଗ୍ ସଃମାନ୍ କଃର୍ତାର୍ ତର୍ତଃୟ୍ ଦୁରିରେଉଅ। ସଃବୁ ହୁର୍ତିବିର୍ ବିଚାର୍ କଃର୍ତାଲକ୍ କାୟି ନିଆୟ୍ ବିଚାର୍ ନଃକେରେ?"
26 ସେତାକ୍ ମାପୁର୍ କୟ୍ଲା, "ମୁୟିଁ ଜଦି ସଦମ୍ ଗଃଳେ ପଚାସ୍ ଲକ୍ ଦଃର୍ମି ଦଃକିନ୍ଦ୍, ତଃବେ ସେମଃନ୍କାର୍ ଗିନେ ସଃବୁ ଟାଣ୍ ରଃକ୍ୟା କଃରିନ୍ଦ୍।"
27 ଅବ୍ରାହାମ୍ ଉତୁର୍ ଦିଲା, "ଜାଣ୍, ମୁୟ୍ ଦୁଳି ଆର୍ ଚାର୍ ନୟ୍ଲେକ୍ ହେଁ ମର୍ ମାପୁରାର୍ ଚଃମେ କଃତା କଃଉଁକେ ସାସ୍ ହାୟ୍ଁ ଆଚି। 28 ଅଃଉଁହାରେ, ପଚାସ୍ ଲକ୍ ଦଃର୍ମି ବିତ୍ରେ ହାଞ୍ଚ୍ ଲକ୍ ଉଣା ରେତି ତଃବେ କି ତୁୟ୍ ସଃବୁ ବଃସ୍ତି ବଃସମ୍ କଃର୍ସି?" ଇସ୍ୱର୍ କୟ୍ଲା,"ମୁୟ୍ ଚାଲିସ୍ ହାଞ୍ଚ୍ ଲକ୍ ରିଲେକ୍, ସେରି ବଃସମ୍ ନଃକେରି।"
29 ଅବ୍ରାହାମ୍ ତାକେ ଆରେକ୍ କୟ୍ଲା, " ଅଃଉଁହାରେ, ସେତି ଚାଲିସ୍ ଲକ୍ ରେତି।" ଇସ୍ୱର୍ କୟ୍ଲା, "ସେ ଚାଲିସ୍ ଲକାର୍ ଗିନେ ସେରି ନଃସ୍ଟ୍ ନଃକେରି।"
30 ଆରେକ୍ କୟ୍ଲା, "ମାପୁର୍ ରିସା ନୟ୍ଲେକ୍ ଆରେକ୍ ଗଃଟ୍ତର୍ କୟ୍ନ୍ଦ୍; ଅଃଉଁହାରେ, ସେତି ତିରିସ୍ ଲକ୍ ମିଳ୍ତି।" ଇସ୍ୱର୍ କୟ୍ଲା "ତିରିସ୍ ଲକାର୍ ଗିନେ, ସେରି ନାସ୍ ନଃକେରି।" 31 ଅବ୍ରାହାମ୍ କୟ୍ଲା, "ଜାଣ୍ , ମାପୁରାର୍ ଚଃମେ କଃତା କଃଉଁକେ ଆରେକ୍ ଦଃୟା ଆସା କଃରୁଲେ; ଅଃଉଁହାରେ, ସେତି କଳେ ଲକ୍ ମିଳ୍ତି।" ଇସ୍ୱର୍ କୟ୍ଲା, "ସେ କଳେ ଲକାର୍ ଗିନେ ମୁୟ୍ ଗଃଳ୍ ବଃସମ୍ ନଃକେରି।" 32 ଅବ୍ରାହାମ୍ କୟ୍ଲା, ମାପୁର୍ ଗିଜ୍ରି ନୟ୍ଲେକ୍ ଆରେକ୍ ତରେକ୍ ମଃତର୍ କୟ୍ନ୍ଦ୍; "ଅଃଉଁହାରେ, ସେତି ଦଃସ୍ ଲକ୍ ମିଳ୍ତି।" ଇସ୍ୱର୍ କୟ୍ଲା, "ସେ ଦଃସ୍ ଲକାର୍ ଗିନେ ମୁୟ୍ ସେରି ବଃସମ୍ ନଃକେରି।" 33 ସଃଡେବଃଳ୍ ମାପୁର୍ ଅବ୍ରାହାମ୍ ସଃଙ୍ଗ୍ ଇ ରଃକଃମ୍ କଃତାବାର୍ତା ସଃରାୟ୍ ବାରୟ୍ଗଃଲା, ଆରେକ୍, ଅବ୍ରାହାମ୍ ହେଁ ତାର୍ ଜଃଗାକେ ବାଉଳ୍ଲା।