1 ଆରୁମେ ଇସ୍ୱର୍ ସଃର୍ଗ୍ ଆର୍ ହୁର୍ତିବି ଉବ୍ଜାଣ୍ କଃଲା। 2 ହୁର୍ତିବିୟେ ଲକ୍ ନଃରିଲାୟ୍, ଆର୍ କାୟିରି ହେଁ ନଃରିଲି, ଆରେକ୍ ଗବିର୍ ହାଣି ଉହ୍ରେ ଅଃନ୍ଦାର୍ ରିଲି; ଇସ୍ୱରାର୍ ଆତ୍ମା ହାଣି ଉହ୍ରେ ବୁଲ୍ତି ରିଲି। 3 ଇତାର୍ହଃଚ ଇସ୍ୱର୍ କୟ୍ଲା, "ଉଜାଳ୍ ଅଃଉଅ" ତଃବେ ଉଜାଳ୍ ଅୟ୍ଲି। 4 ଆରେକ୍ ଇସ୍ୱର୍ ଉଲାଳ୍କେ ଦଃକ୍ଲା ଜେ, ସେରି ନିକ; ତଃବେ ଇସ୍ୱର୍ ଅଃନ୍ଦାର୍ ତଃୟ୍ହୁଣି ଉଲାଳ୍କେ ବିନେ କଃଲା। 5 ଆରେକ୍ ଇସ୍ୱର୍ ଉଜାଳାର୍ ନାଉ "ଦିବସ୍" ଆର୍ ଅଃନ୍ଦାରାର୍ ନାଉ "ରାତି" ଦିଲା। ତଃବେ ସଃଞ୍ଜ୍ ଆର୍ ସଃକାଳ୍ ଅୟି ହଃର୍ତୁ ଦିନ୍ ଅୟ୍ଲି।
6 ଇତାର୍ହଃଚ ଇସ୍ୱର୍ କୟ୍ଲା, "ହାଣି ତଃୟ୍ ସୁୟିନ୍ ଜାତ୍ ଅୟି ହାଣିକେ ଦୁଇ ବାଗ୍ ଅଃଉ ବଃଲି କୟିଲା" ତଃବେ ସେହର୍ ଅୟ୍ଲି। 7 ଇହଃର୍କାର୍ ଇସ୍ୱର୍ ସୁୟିନ୍ ଉବ୍ଜାଣ୍କଃରି ସୁୟ୍ନାର୍ ଉହ୍ରାର୍ ହାଣି ତଃୟ୍ ହୁଣି ତଃଳାର୍ ହାଣି ଅଃଲ୍ଗା କଃଲା; ତଃବେ ସେହର୍ ଅୟ୍ଲି 8 ଆରେକ୍ ଇସ୍ୱର୍ ସେ ସୁୟ୍ନାର୍ ନାଉ "ଅଃଗାସ୍ ମଃଣ୍ଡଳ୍" ଦିଲା। ଆରେକ୍, ସଃଞ୍ଜ୍ ଆର୍ ସଃକାଳ୍ ଅୟି ଦୁୟ୍ ଦିନ୍ ଅୟ୍ଲି। 9 ଇସ୍ୱର୍ କୟ୍ଲା, "ଅଃଗାସ୍ ମଃଣ୍ଡଳ୍ ତଃଳେ ରେତା ସଃବୁ ହାଣି ଗଟେ ତଃୟ୍ ରୁଣ୍ଡ ଆର୍ ସୁକ୍ଲା ବୁୟିଁ ଦଃକା ଜଃଉଅ," ସେତାକ୍ ସେରଃକମ୍ ଅୟ୍ଲି। 10 ଆରେକ୍ ଇସ୍ୱର୍ ସୁକ୍ଲା ବୁୟିଁର୍ ନାଉ "ହୁର୍ତିବି" ଆର୍ ହାଣି ରାସିର୍ ନାଉ "ସଃମ୍ନ୍ଦ୍" ଦିଲା; ଇସ୍ୱର୍ ସେରି ନିକ ଦଃକ୍ଲା। 11 ଇତାର୍ହଃଚ ଇସ୍ୱର୍ କୟିଲା, "ହୁର୍ତିବି ରଃନ୍ ଆର୍ ସାଗ୍ ଆର୍ ମୁଞ୍ଜି ଦଃରି ହଃଳ୍ତା ଗଃଚ୍ ବୁୟିଁ ଉହ୍ରେ ଉବ୍ଜାଣ୍ କଃର," ସେତାକେ ସେହର୍ ଅୟ୍ଲି। 12 ତଃବେ ହୁର୍ତିବି ରଃନ୍ ଆର୍ ନିଜାର୍ ନିଜାର୍ ଜାତି ହଃର୍କାରେ ମୁଞ୍ଜିଅଃଉତା ସାଗ୍ ଆର୍ ନିଜାର୍ ନିଜାର୍ ଜାତି ହଃର୍କାରେ ହଃଳ୍ ଦଃର୍ତା ଗଃଚ୍ମଃନ୍ ଉବ୍ଜାଣ୍ କଃଲା; ଆରେକ୍, ଇସ୍ୱର୍ ସେରି ନିକ ଦଃକ୍ଲା। 13 ତଃବେ ସଃଞ୍ଜ୍ ଆର୍ ସଃକାଳ୍ ହାୟ୍ଁ ତିନ୍ ଦିନ୍ ଅୟ୍ଲି। 14 ଇସ୍ୱର୍ କୟ୍ଲା, "ରାତିହୁଣି ଦିବସ୍କେ ଅଃଲ୍ଗା କଃରୁକେ ଅଃଗାସ୍ ମଃଣ୍ଡଳେ ଉଜାଳ୍ମଃନ୍ ଉବ୍ଜାଣ୍ ଅଃଉଅତ୍; ଆରେକ୍ ସେସଃବୁ ଚିନ୍ ଆର୍ ମାସ୍,ଦିବସ୍ ଆରେକ୍ ବଃର୍ସ୍ ଜାଣାହଃଳ। 15 ଆରେକ୍, ହୁର୍ତିବିୟେ ଉଜାଳ୍ ଦେତା ହାଁୟ୍ ଅଃଗାସେ ସେ ଉଜାଳ୍ମଃନ୍ ରେଉଅତ୍," ତଃବେ ସେରଃକମ୍ ଅୟ୍ଲି। 16 ଇରଃକମେ ଇସ୍ୱର୍ ଦିବସେ ରାଜ୍ କଃରୁକେ ଗଟେକ୍ ବଃଡ୍ ଉଜାଳ୍ ଆର୍ ରାତିବଃଳ୍ ରାଜ୍ କଃରୁକେ ତାରାତଃୟ୍ ହୁଣି ସାନ୍ ଗଟେକ୍ ଉଜାଳ୍ କଃଲା; ଇ ଜୁଳେକ୍ ବଃଡ୍ ଉଜାଳ୍ ଆରେକ୍ ହେଁ ତାରାମଃନ୍ ହାଜ୍ଲା। 17 ସେତାର୍ ଗିନେ ହୁର୍ତିବିୟେ ଉଜାଳ୍ ଦେଉଁକେ ଇସ୍ୱର୍ ଇ ଦୁୟ୍ ତାରାମଃନ୍କେ ତିଆର୍ କଃଲା, 18 ଆରେକ୍ ଉଲାଳ୍କେ ଅଃନ୍ଦାର୍ ତଃୟ୍ ହୁଣି ଅଃଲ୍ଗା କଃରୁକେ, ଇସ୍ୱର୍ ଅଃଗାସ୍ ମଃଣ୍ଡଳେ ତାରାମଃନ୍ ହାଜ୍ଲା; ଆରେକ୍ ଇସ୍ୱର୍ ଇ ସଃବୁ ଦଃକ୍ଲା ସଃବୁ ନିକ ଅୟ୍ଲି। 19 ତାର୍ ହଃଚେ ସଃଞ୍ଜ୍ ଆର୍ ସଃକାଳ୍ ଅୟି ଚାରିଦିନ୍ ଅୟ୍ଲି। 20 ଇତାର୍ହଃଚ ଇସ୍ୱର୍ କୟ୍ଲା, "ଜାଣାୟି ରେତା ଜିବ୍ ହୁର୍ନ୍ ଅଃଉଅତ୍ ଆର୍ ହୁର୍ତିବି ଉହ୍ରାର୍ ଅଃଗାସ୍ ମଃଣ୍ଡଳେ ଚେଳେମଃନ୍ ଉଡତ୍।" 21 ଆରେକ୍ ଇସ୍ୱର୍ ବଃଡ୍ ମାଚ୍ ଆର୍ ନିଜ୍ନିଜ୍ ଜାତି ହଃର୍କାରେ ହାଣିର୍ ବଃଡ୍ଜିବ୍ ଆର୍ ବୁୟିଁର୍ ଜିବ୍ଜଃତୁ ଆର୍ ନିଜ୍ନିଜ୍ ଜାତି ହଃର୍କାରେ ଚେଳେମଃନ୍ ଉବ୍ଜାଣ୍ କଃଲା। ଇସ୍ୱର୍ ଇ ସଃବୁ ଦଃକ୍ଲା ସଃବୁ ନିକ ଅୟ୍ଲି। 22 ଆରେକ୍ ଇସ୍ୱର୍ ସେମଃନ୍କେ ଆସିର୍ବାଦ୍ କଃରି କୟ୍ଲା, "ହିଲା ଜାତ୍ କଃରା ଆର୍ ବୁତେକ୍ ବଃଉଁସ୍ ଅୟ୍କଃରି ସଃମ୍ନ୍ଦାର୍ ହାଣିୟେ ହୁର୍ନ କଃରା, ଆରେକ୍ ହୁର୍ତିବିର୍ ଚେଳେ ବୁତେକ୍ ଅଃଉଅତ୍।" 23 ସଃଞ୍ଜ୍ ଆର୍ ସଃକାଳ୍ ଅୟି ହାଞ୍ଚ୍ଦିନ୍ ଅୟ୍ଲି। 24 ଇତାର୍ହଃଚ ଇସ୍ୱର୍ କୟ୍ଲା, "ହୁର୍ତିବିୟେ ନିଜ୍ନିଜ୍ ଜାତି ଅୟି ଜିବ୍ଜଃତୁମଃନ୍ ବଃଲେକ୍ ଗାଉଁଲି ହସୁମଃନ୍ ଉବ୍ଜାଣ୍ ଅଃଉଅତ୍" ସେତାର୍ ହାୟଁ ସେସଃମାନ୍ ଅୟ୍ଲି। 25 ସେନ୍କଃରିସେ ଇସ୍ୱର୍ ନିଜ୍ନିଜ୍ ଜାତି ହଃର୍କାରେ ବଃନାର୍ ହସୁ ମଃନ୍ ଆର୍ ନିଜ୍ନିଜ୍ ଜାତି ହଃର୍କାରେ ଗାଉଁଲି ହସୁମଃନ୍ ଆର୍ ନିଜ୍ନିଜ୍ ଜାତି ହଃର୍କାରେ ଜଃତେକ୍ ବୁୟେଁ ରାଙ୍ଗ୍ତା ଜଃତ୍ ଉବ୍ଜାୟ୍ଲା; ଆରେକ୍ ଇସ୍ୱର୍ ସେ ସଃବୁ ଦଃକ୍ଲା ସଃବୁ ନିକ ଅୟ୍ଲି। 26 ଇତାର୍ ହଃଚେ ଇସ୍ୱର୍ କୟ୍ଲା, "ମୁୟି ମର୍ ନିଜାର୍ ରୁହେ ଆର୍ ନିଜାର୍ ମୁର୍ତିୟେ ମାନାୟ୍ ତିଆର୍ କଃରିନ୍ଦ୍। ସେମଃନ୍ ହାଣିୟେ ରେତା ମାଚ୍ମଃନ୍ ଆର୍ ଉହ୍ରେ ଉଡ୍ତା ଚେଳେମଃନ୍କେ ଆର୍ ହସୁ ମଃନ୍କେ ଆର୍ ହୁର୍ତିବିର୍ ବୁୟେଁ ବୁଲ୍ତା ସଃବୁ ଜିବ୍ଜଃତୁ ଉହ୍ରେ ଅଃଦିକାର୍ କଃର୍ତି" 27 ଇତାର୍ ହଃଚେ ଇସ୍ୱର୍ ଅଃହ୍ଣାର୍ ମୁର୍ତିୟେ ମାନାୟ୍କେ ଉବ୍ଜାଣ୍ କଃଲା; ଇସ୍ୱର୍ ନିଜାର୍ ମୁର୍ତିୟେ ସେ ମାନାୟ୍ ତିଆର୍ କଃଲା; ଅଃଣ୍ଡ୍ରା ଆର୍ ମାୟିଜି କଃରି ସେ ସେମଃନ୍କେ ତିଆର୍ କଃଲା। 28 ଆରେକ୍ ଇସ୍ୱର୍ ସେମଃନ୍କେ ଆସିର୍ବାଦ୍ କଃଲା; ଆର୍ ସେମଃନ୍କେ କୟ୍ଲା, "ହଅ ହିଲା ଜାତ୍ କଃରା ଆର୍ ବୁତେକ୍ ବଃଉଁସ୍ ଅଃଉଆ, ଆର୍ ହୁର୍ତିବିକେ ହୁର୍ନ୍କଃରି ନିଜାର୍ ତଃଳ୍ୟା କଃରା ଆର୍ ହାଣିୟେ ବାଚ୍ତା ମାଚ୍ମଃନ୍ ଆର୍ ଉହ୍ରେ ଉଡ୍ତା ଚେଳେମଃନ୍ ଆର୍ ବୁୟେଁ ରାଙ୍ଗ୍ତା ଜଃତୁମଃନାର୍ ଉହ୍ରେ ଅଃଦିକାର୍ କଃରା।" 29 ଇସ୍ୱର୍ ଆରେକ୍ କୟ୍ଲା, "ଦଃକା ମୁୟି ବୁୟେଁ ରେତା ସଃବୁ ଡାଳ୍ ମାଳ୍ ଆର୍ ସଃବୁ ହଃଳ୍ ହଃଳ୍ତା ଗଃଚ୍ମଃନ୍ ତୁମିମଃନ୍କେ ଦିଲେ, ସେରି ତୁମିମଃନାର୍ କାଦି ଅୟ୍ଦ୍। 30 ଆରେକ୍, ହୁର୍ତିବିୟେ ରେତାର୍ ସଃବୁ ହସୁ ଆର୍ ଉହ୍ରେ ଉଡ୍ତା ଚେଳେ ଆର୍ ବୁୟେଁ ରାଙ୍ଗ୍ତା, ଇ ସଃବୁ ଜିବ୍ଜଃତୁକେ କାଉଁକେ ମୁଁୟ୍ ସଃବୁ କଃଚା ହଃତ୍ରିୟା ଡାଳ୍ ମାଳ୍ ଦିଲେ;" ସେତାକ୍ ସେହର୍ ଅୟ୍ଲି। 31 ଇସ୍ୱର୍ ଅଃହ୍ଣା ହାଜ୍ଲା ହଃତି ଜିନିସ୍ ଉହ୍ରେ ଦଃକ୍ଲା, ସେ ସଃବୁ ବଃଡେ ନିକ ଡିସ୍ଲି। ତଃବେ ସଃଞ୍ଜ୍ ଆର୍ ସଃକାଳ୍ ହାୟ୍ଁ ଚଅ ଦିନ୍ ଅୟ୍ଲି।