1 ଏସାଉ ଆର୍ ତାର୍ ବଃଉଁସ୍ମଃନ୍ ତାର୍ ବିନ୍ ନାଉ ଇଦମ୍। 2 ଏସାଉ କିଣାନାର୍ ଜୁଳେକ୍ ମାୟ୍ଜିମଃନ୍କେ ବିବା ଅୟ୍ଲା: ବଃଲେକ୍, ହିତିଅ ଏଲନାର୍ ଜିସି ଆଦାକେ ଆର୍ ଅନାର୍ ଜିସିକେ ହିଦିଅ ସିବିଅନାର୍ ନାତି ଅହଲିବାମାକେ। 3 ବିନ୍ ନବାୟତାର୍ ବେଣ୍ସିକେ, ବଃଲେକ୍, ଇସ୍ମାଏଲାର୍ ଜିସି ବାସ୍ମତ୍କେ ବିବା ଆୟ୍ଲା। 4 ଆଦା ଏଲିପସ୍କେ ଜଃଲମ୍ ଦିଲି ଆର୍ ବାସ୍ମତ୍ ରୁଏଲ୍କେ ଜଃଲମ୍ ଦିଲି। 5 ଆର୍ ଅହଲିବାମା, ଜିଉସ, ଜାଲମ୍ ଆର୍ କରହକେ ଜଃଲମ୍ ଦିଲା; ଏସାଉର୍ ଇ ସଃବୁ ହିଲା ହିଲିମଃନ୍ କିଣାନ୍ ଦେସେ ଜଃଲମ୍ ଅୟ୍ରିଲାୟ୍। 6 ଇତାର୍ହଃଚ ଏସାଉ କିଣାନ୍ ଦେସେ ହୁଣି ତାର୍ ବାୟ୍ସି ଜାକୁବକେ ଚାଡି ବିନ୍ ମାଟାୟ୍ ଗଃଲା ସେଡେବଃଳ୍ ସେ ତାର୍ ଡକୁର୍ସି ମଃନ୍କେ, ତାର୍ ହୟିସି ମଃନ୍କେ, ଗଃରାର୍ ସଃବୁଲକେ, ତାର୍ ହସ୍ଲା ଜିବ୍ଜଃତୁ ଆର୍ ତାର୍ ଅଃର୍ଜିରିଲା ସଃବୁ ଦଃନ୍ବିତ୍ ଦଃରି ନିଜାର୍ ବାୟ୍ ଜାକୁବ ତଃୟ୍ହୁଣି ହର୍ ଦେସେ ଗଃଲା। 7 କାୟିତାକ୍ବଃଲେକ୍ ସେମଃନାର୍ ଦଃନ୍ବିତ୍ ଆର୍ ଗାୟ୍ଦଃନ୍ ଗାଇଗରୁ ଅଃପର୍ବଳ୍ ରିଲାୟ୍, ସେମଃନାର୍ ଦଃନ୍ବିତ୍ ବେସି ରିଲି ସେତାକ୍ ସେମଃନ୍ ସେ ଦେସେ ବୁତେକ୍ଦିନ୍ ରେଉଁ ନାହାର୍ଲାୟ୍। 8 ଇରଃକମ୍ ଏସାଉ ସେରିୟ ହଃର୍ବାତେ ବାସ୍କଃଲା। 9 ଆର୍ ସେରିୟ ହଃର୍ବାତାର୍ ଇଦମିୟମଃନାର୍ ଦାଦିବାବୁ ଏସାଉର୍ କୁଳ୍ବଃଉଁସ୍। 10 ଏସାଉଆର୍ ହିଲାମଃନାର୍ ଇରି, ଏସାଉର୍ ଆଦା ନାଉଁଆର୍ ଡକୁର୍ସିର୍ ହୟିସି ଇଲିପସ୍ ଆର୍ ବାସ୍ମତ୍ ନାଉଁଆର୍ ଡକୁର୍ସିର୍ ହୟ୍ସିର୍ ନାଉ ରୁଏଲ୍। 11 ଆରେକ୍ ଇଲିପସ୍ର୍ ହୟିସି ତୟ୍ମନ୍ ଆର୍ ଅଃମାର୍ ଆର୍ ସପ ଆର୍ ଗଇତମ୍ ଆର୍ କନସ୍। 12 ଆରେକ୍ ଏସାଉର୍ ହୟିସି ଇଲିପସାର୍ ତିମା ନାଉଁଆର୍ ଗଟେକ୍ ସାନ୍ଲି ଡକୁର୍ସି ରିଲି, ସେ ଇଲିପସର୍ ଅମାଲେକକେ ଜଃଲମ୍ ଦିଲି; ଏମଃନ୍ ଏସାଉର୍ ଡକୁର୍ସି ଆଦାର୍ ହିଲାମଃନ୍। 13 ରୁଏଲାର୍ ହୟିସି ନହତ୍ ଆର୍ ସେରହ ଆର୍ ସମା ଆର୍ ମିସା, ଏମଃନ୍ ଏସାଉର୍ ଡକୁର୍ସି ବାସ୍ମତର୍ ହିଲାମଃନ୍। 14 ଆରେକ୍, ସିବିୟନାର୍ ନାତୁଣ୍ସି ଅନାର୍ ଜିସି ଜେ ଅହଲିବାମା, ଏସାଉର୍ ଡକୁର୍ସି ରିଲି, ତାର୍ ହିଲା ଜିଉସ ଆର୍ ଜାଲମ୍ ଆର୍ କରହ। 15 ଏସାଉର୍ ହୟିସିମଃନାର୍ ବଃଉଁସ୍ମଃନ୍। ଏସାଉର୍ ବଃଡ୍ହୟ୍ସି ଜେକି ଇଲିପସ୍,ତାର୍ ହୟିସି ରଃଜା ତଇମନ୍ ଆର୍ ରଃଜା ଅଃମାର୍ ଆର୍ ରଃଜା ସପ ଆର୍ ରଃଜା କନସ୍,
ଏସାଉର୍ ବଃଡ୍ହୟ୍ସି ଜେ ଇଲିପସ୍, ତାର୍ ହୟିସି ରଃଜା ତୟ୍ମନ୍ ଆର୍ ରଃଜା ଅଃମାର୍ ଆର୍ ରଃଜା ସପ ଆର୍ ରଃଜା କନସ୍ 16 ଆର୍ ରଃଜା କରହ ଆର୍ ରଃଜା ଗଇତମ୍ ଆର୍ ରଃଜା ଅମାଲେକ୍; ଇଦମ୍ ଦେସେ ଇଲିପସ୍ ବଃଉଁସାର୍ ଇ ରଃଜାମଃନ୍ ଆଦାର୍ ହିଲାମଃନ୍ ରିଲାୟ୍।
17 ଏସାଉର୍ ହିଲା ରୁଏଲାର୍ ହୟିସି ରଃଜା ନହତ୍ ଆର୍ ରଃଜା ସେରହ ଆର୍ ରଃଜା ସମା ଆର୍ ରଃଜା ମିସା; ଇଦମ୍ ଦେସେ ରୁଏଲ୍ ବଃଉଁସାର୍ ଇ ରଃଜାମଃନ୍ ଏସାଉର୍ ଡକୁର୍ସି ବାସମତ୍ରର୍ ହିଲାମଃନ୍ ରିଲାୟ୍।
18 ଆର୍ ଏସାଉର୍ ଡକୁର୍ସି ଅହଲିବାମାର୍ ହିଲା, ରଃଜା ଜିଉସ ଆର୍ ରଃଜା ଜାଲମ୍ ଆର୍ ରଃଜା କରହ; ଅନାର୍ ଜିସି ଜେ ଅହଲିବାମା, ଏସାଉର୍ ଡକୁର୍ସି ରିଲି, ଏମଃନ୍ ତାର୍ ହିଲାମଃନ୍। 19 ଏମଃନ୍ ଏସାଉର୍, ବଃଲେକ୍, ଇଦମାର୍ ହିଲାମଃନ୍ ଆର୍ ଏମଃନ୍ ସେମଃନାର୍ ରଃଜା।
20 ହୁର୍ବ୍କାଳାର୍ ସେ ଦେସେ ବାସାକଃରୁ ହରିଅ ସେରିୟ ହିଲା ଲତନ୍ ଆର୍ ସବଲ୍ ଆର୍ ସିବିଅନ୍ ଆର୍ ଅନା 21 ଆର୍ ଦିସନ୍ ଆର୍ ଏସର୍ ଆର୍ ଦିସନ୍; ଆରେକ୍ ସେରିୟର୍ ଇ ହିଲାମଃନ୍ ଇଦମ୍ ଦେସାର୍ ହରିଅ ବଃଉଁସାର୍ ରଃଜା ରିଲା। 22 ଲତନାର୍ ହୟିସି ହରି ଆର୍ ହେମମ୍, ଆରେକ୍ ଲତନାର୍ ତିମା ନାଉଁଆର୍ ବେଣ୍ସି ରିଲି। 23 ଆରେକ୍, ସବଲାର୍ ହୟିସି ଅବଲନ୍ ଆର୍ ମାନ୍ହତ୍ ଆରେକ୍ ଏବଲ୍ ଆର୍ ସପ ଆର୍ ଅନମ୍।
24 ଆରେକ୍ ସିବିଅନାର୍ ହୟିସି ଅୟା ଆର୍ ଅନା; ଇ ଅନା ନିଜାର୍ ଉବାସି ସିୟନାର୍ ଗଃଦ ଚର୍ତାବଃଳ୍ ମରୁବଃଟାୟ୍ ତଃହାତ୍ ହାଜ୍ରା ହାଣି ମିଳାୟ୍ଲା। 25 ସେ ଅନାର୍ ହୟିସି ଦିସନ୍ ଆର୍ ଜିସି ଅହଲିବାମା। 26 ଆରେକ୍ ଦିସନାର୍ ହୟିସି ହେମ୍ଦାନ୍ ଆର୍ ଇସ୍ବନ୍ ଆର୍ ଜିତ୍ରନ୍ ଆର୍ କରାନ୍। 27 ଏସରାର୍ ହୟିସି ବିଲ୍ହନ୍ ଆର୍ ଆକନ୍ ଆର୍ ଜାକନ୍। 28 ଆରେକ୍ ଦିସନାର୍ ହୟିସି ଉସ୍ ଆର୍ ଅରାନ୍। 29 ହରିଅ ବଃଉଁସାର୍ ରଃଜା ଇରି; ରଃଜା ଲତନ୍ ଆର୍ ରଃଜା ସବଲ୍ ଆର୍ ରଃଜା ସିବିୟନ୍ ଆର୍ ରଃଜା ଅନା। 30 ଆରେକ୍, ରଃଜା ଦିସନ୍ ଆର୍ ରଃଜା ଏସର୍ ଆର୍ ଦେସନ୍। ଇ ମଃନ୍ ସେରିୟ ଦେସାର୍ ହରିୟ ବଃଉଁସାର୍ ରଃଜା ରିଲାୟ୍।
31 ଆରେକ୍ ଇସ୍ରାଏଲାର୍ ହିଲାମଃନାର୍ ଉହ୍ରେ କୁୟି ରଃଜା ହେଁ ରାଜ୍ କଃର୍ତା ହୁର୍ବେ ଇ ରଃଜାମଃନ୍ ଇଦମ୍ ଦେସେ ରାୟ୍ଜ୍ କଃଲାୟି। 32 ବିୟର୍ ବେଲା ନାଉଁଆର୍ ହୟିସି ଇଦମ୍ ଦେସେ ରାଜୁତି କଃଲା, ତାର୍ ରଃଜାର୍ ଗଃଳାର୍ ନାଉ ଦିନ୍-ହାବା। 33 ବେଲା ମଃଲାକେ, ତାର୍ ହଃଦେ ବସ୍ରାୟ୍ ବାସାକଃଲା ସେରହର୍ ହୟିସି ଜବବ୍ ରାଜୁତି କଃଲା। 34 ଆରେକ୍ ଜବବ୍ ମଃଲାକେ ତଇମନ୍ ଦେସାର୍ ସୁସମ୍ ତାର୍ ହଃଦେ ରାଜୁତି କଃଲା। 35 ହୁସମ୍ ମଃଲାକେ, ବଦଦାର୍ ହୟିସି ଜେ ହଦଦ୍ ମୟାବ୍ ଜୁଜେ ମିଦିୟନ୍କେ ଜିତ୍ଲା, ସେ ତାର୍ ହଃଦେ ରାଜୁତି କଃଲା; ତାର୍ ରାଜ୍ଦାନିର୍ ନାଉ ଅବିତ୍ ରିଲି। 36 ହଦଦ୍ ମଃଲାକେ ମସ୍ରେକା ସମ୍ରର ତାର୍ ହଃଦେ ବଃସ୍ଲା। 37 ଆରେକ୍ ସମ୍ଲ ମଃଲାକେ (ପରାତ୍) ଗାଡ୍ ଚଃମାର୍ ରହବତ୍ ତଃୟ୍ ବାସ୍ କଃରୁ ସଉଲ ତାର୍ ହଃଦେ ବଃସ୍ଲା। 38 ସଉଲର୍ ମଃଲାକେ, ଅକବର୍ ହୟିସି ବାଲ୍ହାନନ୍ ତାର୍ ହଃଦେ ବଃସ୍ଲା। 39 ଆରେକ୍ ଅକବରର୍ ହୟିସି ବାଲ୍ହାନନ୍ ମଃଲାକେ, ହଦର୍ ତାର୍ ହଃଦେ ରଃୟି ରାଜୁତି କଃଲା; ତାର୍ ରାଜ୍ ଦାନିର୍ ନାଉଁଆର୍ ନାଉ ପାଉ ଆର୍ ତାର୍ ଡକୁର୍ସିର୍ ନାଉ ମହେଟେବେଲ୍ ରିଲି; ସେ ମଟ୍ରେଦର୍ ନାତ୍ଣି ଆର୍ ମେସାହବର୍ ନାତ୍ଣି। 40 ଏସାଉର୍ ହେଟେ ହାକ୍ଲା, ଆରେକ୍ ଗସ୍ଟି ଆର୍ ଟାଣ୍ ଆର୍ ନାଉ ହଃର୍କାରେ ଜୁୟି ଜୁୟି ରଃଜା ରିଲାୟ୍, ସେମଃନାର୍ ନାଉଁମଃନ୍; ରଃଜା ତିମ୍ନା ଆର୍ ରଃଜା ଅଳ୍ବା ଆର୍ ରଃଜା ଜିତେତ୍। 41 ଆର୍ ରଃଜା ଅହଲିବାମା ଆର୍ ରଃଜା ଏଲା ଆର୍ ରଃଜା ପିନନ୍ 42 ଆର୍ ରଃଜା କନସ୍ ଆର୍ ରଃଜା ତଇମନ୍ ଆର୍ ରଃଜା ମିବ୍ସର୍ 43 ଆର୍ ରଃଜା ମଗିଦିଏଲ୍ ଆର୍ ରଃଜା ଇରମ୍; ଏମଃନ୍ ନିଜାର୍ ନିଜାର୍ ଅଃଦିକାର୍ ଦେସେ ବାସ୍ କଃରୁମଃନାର୍ ସେମଃନାର୍ ଟାଣ୍ ହଃର୍କାରେ ଇଦମାର୍ ରଃଜାମଃନ୍ ରିଲାୟ୍। ଇଦମ୍ମଃନାର୍ ଦାଦିବାବୁ ଏସାଉର୍ ବିସୟେ ସଃର୍ଲି।