1 ଅବ୍ରାମାର୍ ଏକ୍ ଉଣା ସୟେ ବଃର୍ସ୍ ବଃୟ୍ସେ ମାପୁର୍ ତାକେ ଦଃକାୟ୍ଅୟ୍ କୟ୍ଲା, "ମୁୟ୍ ସଃବ୍କେ ଉଟ୍ୟା ସଃକ୍ତିର୍ ଇସ୍ୱର୍; ମର୍ ଲଃଗେ ଦଃର୍ମ୍ କଃରି ତୁୟ୍ ସିଦ୍ ଅଃଉ। 2 ମୁୟ୍ ତର୍ ସଃଙ୍ଗ୍ ନିଜାର୍ ନିୟମ୍ କଃରି ତକେ ଅଃପର୍ବଳ୍ ବଃଡ୍ କଃରିନ୍ଦ୍।" 3 ସେତାକ୍ ଅବ୍ରାହାମ୍ ମୁଉଁବାଟ୍ ତଃଳେ ଅଦୁର୍ଲା, ଇସ୍ୱର୍ ତାର୍ ସଃଙ୍ଗ୍ କଃତା ବାର୍ତା କଃରି କୟ୍ଲା, 4 "ମୁୟ୍ ତର୍ ସଃଙ୍ଗ୍ ନିଜାର୍ ନିୟମ୍ କଃରୁଲେ, ତୁୟ୍ ଅଲେକାର୍ ଗସ୍ଟିର୍ ଦାଦି ଅଃଉସି। 5 ଆରେକ୍, ତର୍ ନାଉ ଅବ୍ରାମ୍ ଆର୍ ରଃୟ୍ ନଃକେରେ, ମଃତର୍ ଅବ୍ରାହାମ୍ ଅୟ୍ଦ୍।" ଜୁୟ୍ତାର୍ ଗିନେ ମୁୟ୍ ତକେ ଅଲେକାର୍ ଗଃସ୍ଟିର୍ ମୁଳ୍ ଲକ୍ କଃଲେ। 6 ମୁୟ୍ ତକେ ଅଃପର୍ବଳ୍ ବଃଡ୍ କଃରିନ୍ଦ୍, ତର୍ତଃୟ୍ ହୁଣି ଗାଦେକ୍ ଗସ୍ଟି ଜାତ୍ କଃରାୟ୍ନ୍ଦ୍ ଆର୍ ରଃଜାମଃନ୍ ତର୍ତଃୟ୍ ହୁଣି ଜାତ୍ ଅଃଉତି।
7 ମୁୟ୍ ତର୍ ସଃଙ୍ଗ୍ ଆର୍ ତର୍ ଅଃବେ ଅଃଉତା ବଃଉଁସାର୍ ସଃଙ୍ଗ୍ ଜୁଣ୍ ନିୟମ୍ କଃରି ଆଚି, ସେରି ଜୁଗ୍ ଜୁଗ୍ ହଃତେକ୍ ଅୟ୍ଦ୍। ସେତାର୍ ଗିନେ ମୁୟ୍ ତର୍ ଅଃବେ ଅଃଉତା ବଃଉଁସାର୍ ଇସ୍ୱର୍ ଅୟ୍ନ୍ଦ୍। 8 ଆରେକ୍, ତୁୟ୍ ଅଃବେ ଜୁଣ୍ କିଣାନ୍ ଦେସେ ବାସା କଃରିଆଚ୍ସି, ସେତିର୍ ସଃବୁ ମୁୟ୍ ତକେ ଆର୍ ତର୍ ଅଃବେ ଅଃଉତା ବଃଉଁସ୍କେ ଜୁଗ୍ ଜୁଗ୍ ହଃତେକ୍ ଅଃଦିକାର୍ କଃରୁକେ ଦଃୟ୍ନ୍ଦ୍ ଆର୍ ମୁୟ୍ ସେମଃନାର୍ ଇସ୍ୱର୍ ଅୟ୍ନ୍ଦ୍। 9 ଇସ୍ୱର୍ ଅବ୍ରାହାମ୍କେ ଆରେକ୍ କୟ୍ଲା, "ତୁୟ୍ ମର୍ ନିୟମ୍ ମାନ୍ସି; ତୁୟ୍ ଆର୍ ତର୍ ଅଃବେ ଆସ୍ତା ବଃଉଁସ୍ ଟିକିକେ ଟିକି ସେରି ସଃବୁବଃଳ୍ ମାନିଆସ୍ତି" 10 ତର୍ ଆର୍ ତର୍ ଅଃବେ ଅଃଉତା ବଃଉଁସାର୍ ସଃଙ୍ଗ୍ ମୁୟ୍ କଃଲାର୍ ଜୁଣ୍ ନିୟମ୍ ତୁମି ମଃନ୍ ମାନି ଚାଲାସ୍ ସେରି ଅୟ୍ଲି, ତୁମିମଃନାର୍ ହଃତି ଅଃଣ୍ଡ୍ରା ହିଲା ସୁନତ୍ ଅଃଉତି। 11 ତୁମିମଃନ୍ ନିଜାର୍ ନିଜାର୍ ସୁନତ୍ ଚିନ୍ ମାନାସ୍; ଆରେକ୍ ସେରି ତୁମିମଃନାର୍ ସଃଙ୍ଗ୍ ମଃର୍ ନିୟମ୍ଚିନା ଅୟ୍ଦ୍। 12 ଟିକିକେଟିକି ତୁମିମଃନାର୍ ହଃତି ଅଃଣ୍ଡ୍ରା ହିଲା ଜଃଲମ୍ ଅୟି ଆଟ୍ ଦିନ୍ ଅୟିଲେକ୍ ସୁନତ୍ ଅଃଉତି। ଆରେକ୍, ଜୁୟ୍ମଃନ୍ ତୁମାର୍ ବଃଉଁସ୍ ନଃଉତି,ଇହର୍ ବିଦେସି ଗଟ୍ ଲକ୍ ତୁମାର୍ ଗଃରେ ଜଃଲମ୍ ଅୟ୍ଦ୍ ନୟିଲେକ୍ ଡାବୁ ଦଃୟି ଗେନ୍ଲେକ୍, ତାର୍ ହେଁ ସୁନତ୍ ଅୟ୍ଦ୍। 13 ଆରେକ୍, ତୁମାର୍ ଗଃରେ ଜଃଲମ୍ ଅୟ୍ଲାର୍ କି ମଲ୍ ଦଃୟି ଗେନ୍ଲା ଲକାର୍ ସୁନତ୍ କଃରୁକେ ବାୟ୍ଦ୍ରେ ଲଳା; ସେତି ଜୁଗ୍ ଜୁଗ୍ ହଃତେକ୍ ତୁମିମଃନାର୍ ଚାମେ ମର୍ ନିଅମାର୍ ଚିନା ରଃୟ୍ଦ୍ 14 ମଃତର୍ ଜାର୍ ସୁନତ୍ ଅୟି ନଃରେୟ୍, ଇହର୍ ସୁନତ୍ ନଃୟ୍ଲା ଅଃଣ୍ଡ୍ରା, ସେ ମର୍ ନିୟମ୍ ନଃମାନ୍ଲାର୍ ଗିନେ ନିଜାର୍ ଲକ୍ ମଃନ୍କାର୍ ତଃୟ୍ ହୁଣି ନାସ୍ ଅୟ୍ଦ୍।
15 ସେତାର୍ ହଃଚେ ଇସ୍ୱର୍ ଅବ୍ରାହାମ୍କେ କୟ୍ଲା, "ତୁୟ୍ ତର୍ ଡକୁର୍ଦି ସାରିକେ ଆରେକ୍ ସାରି ବଃଲି କୁଦ୍ ନାୟ୍; ତାର୍ ନାଉ ସାରା ଅୟ୍ଲି। 16 ମୁୟ୍ ତାକେ ଆସିର୍ବାଦ୍ କଃରିନ୍ଦ୍ ଆର୍ ତାର୍ ହେଟେ ତର୍ ଗିନେ ଗଟେକ୍ ଅଃଣ୍ଡ୍ରା ହିଲା ଦଃୟ୍ନ୍ଦ୍, ମୁୟ୍ ତାକେ ଆସିର୍ବାଦ୍ କଃରିନ୍ଦ୍, ସେ ବିନ୍ ବିନ୍ ଗସ୍ଟିର୍ ହୁର୍ବ୍ ହାଟାର୍ ଆୟ୍ସି ଅୟ୍ଦ୍, ତାର୍ ତଃୟ୍ ହୁଣି ଗାଦେକ୍ ଦେସାର୍ ରଃଜାମଃନ୍ ଜାତ୍ ଅଃଉତି।"
17 ସଃଡେବଃଳ୍ ଅବ୍ରାହାମ୍ ମୁଉଁବାଟ୍ ଅଃଦ୍ରି ନିଚଳ୍ଲା, ଆରେକ୍, ମଃନେ ମଃନେ କୟ୍ଲା, "ଅଃଣ୍ଡ୍ରାର୍ ସଏ ବଃର୍ସ୍ ବଃୟ୍ସେ କାୟି ହିଲା ଜଃଲମ୍ ଅୟିଦ୍? ଚାରିକଳି ଦଃସ୍ ବଃର୍ସାର୍ ସାରା କାୟି ହିଲା ଜଃଲମ୍ କଃରୁହାରେ?" 18 ସେତାକ୍ ଅବ୍ରାହାମ୍ ଇସ୍ୱର୍କେ କୟ୍ଲା, "ଇସ୍ମାଏଲ୍ ତର୍ ଦଃୟାର୍ ଗିନେ ବାଚିରେଉଅ।" 19 ସେଡେବଃଳ୍ ଇସ୍ୱର୍ କୟ୍ଲା, "ତର୍ ଡକୁର୍ଦି ସାରା ତର୍ ଗିନେ ବାୟ୍ଦ୍ରେ ଅଃଣ୍ଡ୍ରା ହିଲା ଜଃଲମ୍ କଃରେଦ୍, ଆରେକ୍, ତାର୍ ନାଉ ଇସାକ୍ ସଃଙ୍ଗାଉଆ, ଆରେକ୍, ମୁୟ୍ ତାର୍ ସଃଙ୍ଗ୍ ମର୍ ନିୟମ୍ ତିର୍ କଃରିନ୍ଦ୍; ସେରି ତାର୍ ଆସ୍ତା ବଃଉଁସାର୍ ଗିନେ ସଃବୁଦିନାର୍ ହାୟ୍ଁ ନିୟମ୍ ଅୟିଦ୍।" 20 ଆରେକ୍, ଇସ୍ମାଏଲ୍ ଗିନେ ତର୍ ପାର୍ତନା ସୁଣ୍ଲେ; ଜାଣ୍, ମୁୟ୍ ତାକ୍ ଆସିର୍ବାଦ୍ କଃରିନ୍ଦ୍, ଆରେକ୍,ଅଲେକାର୍ ମାନାୟ୍ କଃରି; ତାର୍ ବଃଉଁସ୍ ଅଃଦିକ୍ କଃରି ବାଡାୟିନ୍ଦ୍। ତାର୍ ତଃୟ୍ହୁଣି ବାରଗଟ୍ ରଃଜା ଜଃଲମ୍ ଅଃଉତି ଆର୍ ମୁୟ୍ ତାକେ ବଃଡ୍ ଗସ୍ଟି କଃରିନ୍ଦ୍। 21 ମଃତର୍ ଆସ୍ତା ବଃର୍ସାର୍ ଇ ସଃମୟେ ସାରାର୍ ହେଟେ ହୁଣି ଜୁଣ୍ ଇସାକ୍ ଜଃଲମ୍ ଅୟ୍ଦ୍, ତାର୍ ସଃଙ୍ଗ୍ ମୁୟ୍ ମର୍ ନିୟମ୍ କଃରିନ୍ଦ୍। 22 ଇ ରଃକମ୍ କଃତା ବାର୍ତା କଃରି ଇସ୍ୱର୍ ଅବ୍ରାହାମାର୍ ତଃୟ୍ହୁଣି ବାଉଡ଼ି ଗଃଲା। 23 ଇତାର୍ ହଃଚେ ଅବ୍ରାହାମ୍ ଅଃହ୍ଣାର୍ ହୟିସି ଇସ୍ମାଏଲ୍କେ ଆର୍ ଅଃହ୍ଣାର୍ ଗଃରେ ଜଃଲମ୍ ଅୟ୍ଲାର୍ ଆର୍ ସଃବୁ ଲକ୍କେ, ବଃଲେକ୍ ଅବ୍ରାହାମାର୍ ଗଃରେ ରେତା ହଃତି ଲକ୍କେ ନଃୟ୍କଃରି ଇସ୍ୱରାର୍ ଆଦେସ୍ ହଃର୍କାରେ ସେଦିନ୍ ସଃବୁ ଲକେ ସୁନତ୍ କଃଲାୟି। 24 ଅବ୍ରାହାମାର୍ ଏକ୍ ଉଣା ସୟେ ବଃର୍ସ୍ବଃଳ୍ ତାର୍ ସୁନତ୍ କଃରାଅୟ୍ଲି। 25 ଆରେକ୍, ତାର୍ ହୟିସି ଇସ୍ମାଏଲାର୍ ତେର ବଃର୍ସ୍ ବଃୟ୍ସେ ସୁନତ୍ କଃରା ଅୟ୍ଲି। 26 ଇହର୍ ଗଃଟେକ୍ ଦିନେ ଅବ୍ରାହାମାର୍ ଆର୍ ତାର୍ ହଃୟ୍ସି ଇସ୍ମାଏଲାର୍ ସୁନତ୍ ଅୟ୍ଲି। 27 ଆରେକ୍, ତାର୍ ଗଃରେ ଜଃଲମ୍ ଅୟ୍ଲାର୍ ଆର୍ ବିଦେସି ମଃନ୍କାର୍ ତଃୟ୍ ହୁଣି ଡାବୁ ଦଃୟି ଗେନ୍ଲାର୍ ଦାସ୍ମଃନ୍ ତାର୍ ଗଃରେ ରେତାର୍ ସଃବୁ ଅଃଣ୍ଡ୍ରା ଲକ୍ ସୁନତ୍ ଅୟ୍ଲାୟ୍।