1 ଅବ୍ରାହାମ୍ କଟୁରା ନାଉଁଆର୍ ଆରେକ୍ ଗଟେକ୍ ମାୟ୍ଜିକେ ବିବା କଃରିରିଲା। 2 ସେତାର୍ ଗିନେ ସିମ୍ରଣ୍, ଜକ୍ସନ୍, ମଦାନ୍, ମିଦିୟନ୍, ଜିସ୍ବକ ଆର୍ ସୁହ, ଇମଃନ୍କେ ଜଃଲମ୍ କଃଲି। 3 ସେ ଜକ୍ସନ୍, ସିବା, ଦଦାନ୍କେ ଜଃଲମ୍ କଃଲି। ଦଦାନ ଅଃସୁରାର୍ ଆର୍ ଲଟୁସିୟ ଆର୍ ଲିୟମିୟ୍ ଲକ୍ମଃନକାର୍ ଦାଦିବାବୁ। 4 ମିଦିୟନାର୍ ହିଲା ଅଇପା ଆର୍ ଏପର ଆର୍ ହନକ ଆର୍ ଅବିଦ ଆର୍ ଇଲଦାୟା; ଇମଃନ୍ ସଃବୁ କଟୁରାର୍ ହିଲାମଃନ୍।
5 ଇତାର୍ହଃଚ ଅବ୍ରାହାମ୍ ଇସାକ୍କେ ଅଃହ୍ଣାର୍ ସଃବୁ ଦିଲା, 6 ମଃତର୍ ଅବ୍ରାହାମ୍ ସାନ୍ଲି ଡକୁର୍ସି ମଃନ୍କାର୍ ହିଲା ମଃନ୍କେ ଉଣା ଦଃୟି ନିଜାର୍ ଜିବ୍କା କଃରୁକେ ଇସାକ୍ ଚଃମେ ସେମଃନ୍କେ ହୁର୍ବ ଦିଗେ ରେତା ଦେସେ ରେଉଁକେ ହଃଟାୟ୍ଲା।
7 ଅବ୍ରାହାମାର୍ ଆୟ୍ସ୍ ସୟେ ସଃତୁରିହାଞ୍ଚ୍ ବଃର୍ସ୍ ବାଚିରିଲା। 8 ତାର୍ହଃଚେ ଅବ୍ରାହାମ୍ ବୁଡାବଃଳ୍ ଆର୍ ହୁରା ଆୟ୍ସ୍ ହୁର୍ଲାକେ ମଃଲା; ଆର୍, ଅଃହ୍ଣାର୍ ଆଗେ ମଃଲା ଦାଦିବାବୁର୍ ଲକ୍ମଃନାର୍ ସଃଙ୍ଗ୍ ଜଳିଅଇଲା। 9 ଆରେକ୍ ତାର୍ ହୟିସି ଇସାକ୍ ଆର୍ ଇସ୍ମାଏଲ୍ ମମ୍ରିର୍ ମୁଆଟିବାଟ୍ ହେତିୟ ଗଃଳାର୍ ହୟିସି ଇପ୍ରଣାର୍ ଜଃମି ଚଃମେ ମକ୍ପେଲା ନାଉଁଆର୍ କାଲେ ତାକେ ତହ୍ଲାୟ୍। 10 କାୟିତାକ୍ବଃଲେକ୍ ଅବ୍ରାହାମ ହେତିୟ ହିଲାମଃନ୍କାର୍ ତଃୟ୍ ହୁଣି ସେ ଜଃମି ଗେନିରିଲା। ସେ ଜଃଗାୟ୍ ଅବ୍ରାହାମାର୍ ଆର୍ ତାର୍ ଡକୁର୍ସି ସାରାକ୍ ତହି ରିଲାୟ୍। 11 ଅବ୍ରାହାମ୍ ମଃଲାକେ ଇସ୍ୱର୍ ତାର୍ ହଃୟ୍ସି ଇସାକ୍କେ ଆସିର୍ବାଦ୍ କଃଲା; ଆରେକ୍ ଇସାକ୍ ବେର୍-ଲହୟ-ରୟ୍ ନାଉଁର୍ ଜଃଗାୟ୍ ବାସା କଃଲା।
12 ସାରାର୍ ଦାସି ମିସରିୟା ହାଗାର୍ ଅବ୍ରାହାମାର୍ ଗିନେ ଜାକେ ଜଃଲମ୍ କଃରିରିଲି, ଅବ୍ରାହାମାର୍ ସେ ହଃୟ୍ସି ଇସ୍ମାଏଲାର୍ ବଃଉଁସ୍। 13 ନାଉ ଆର୍ ଗସ୍ଟି ହଃର୍କାରେ ଇସ୍ମାଏଲାର୍ ବଂସ୍ ଇରି। ଇସ୍ମାଏଲାର୍ ବଃଡ୍ହଃୟ୍ସି ନବାୟତ୍; ତାର୍ ହଃଚେ କେଦର୍, ଅଦବେଲ୍, ମିବ୍ସମ୍, 14 ମିସ୍ମା, ଦୁମା ଆର୍ ମେସା, 15 ଆର୍ ହଦଦ, ତେମା, ଜିଟୁର୍, ନାପିସ୍ ଆର୍ କେଦ୍ମା। 16 ଇ ସଃବୁ ଇସ୍ମାଏଲାର୍ ହିଲାମଃନ୍, ଆରେକ୍, ସେମଃନ୍କାର୍ ନାଉଁହଃର୍କାରେ ସେମଃନ୍କାର୍ ଗାଉଁ ଆର୍ ଚାଉଁଣି ଜଃଗାରିଲି; ଆର୍ ସେମଃନ୍ ନିଜାର୍ ନିଜାର୍ ଗଃର୍କୁଟୁମ୍ ହଃର୍କାରେ ବାରଗଟ୍ ସାସନ୍ କାରି ରିଲାୟ୍। 17 ଇସ୍ମାଏଲାର୍ ଆଁୟ୍ସ୍ ସୟେ ତିରିସ୍ ସାତ୍ ବଃର୍ସ୍ ରିଲି; ତଃବେ ସେ ଜିବନ୍ ଆରାୟ୍ଲା; ଆରେକ୍ ତାକେ ନିଜାର୍ ଲଃକ୍ମଃନାର୍ ଟାଣେ ତହ୍ଲାୟ୍ 18 ଇତାର୍ହଃଚ ତାର୍ ହିଲାମଃନ୍ ହବିଲା ଆର୍ ମିସରାର୍ ହୁର୍ବ୍ଦିଗେ ସୁର୍ ତଃୟ୍ହୁଣି ଅସୁରିୟା ହଃତେକ୍ ବାସା କଃଲା। ଇହର୍ ସେ ଅଃହ୍ଣାର୍ ସଃବୁ ବାୟ୍ମଃନ୍କାର୍ ତୟ୍ହୁଣି ବିନେ ଟାଣ୍ ହାୟ୍ଲା।
19 ଅବ୍ରାହାମାର୍ ହୟିସି ଇସାକାର୍ ବଃଉଁସ୍। 20 ସେ ଇସାକ୍ ଚାଲିସ୍ ବଃର୍ସ୍ ବଃୟ୍ସେ ପଦନ୍-ଅରାମିୟା ବତୁୟେଲାର୍ ଜିସି, ବଃଲେକ୍, ଅରାମିୟ ଲାବନାର୍ ବେଣ୍ସି ରିବିକାକେ ବିବା କଃଲା। 21 ଇସାକାର୍ ସେ ଡକୁର୍ସି ବାଞ୍ଜି ଅୟ୍ଲାକ୍ ସେ ତାର୍ ଗିନେ ମାପୁର୍ ତଃୟ୍ ପାର୍ତାନା କଃଲା; ସେତାକ୍ ମାପୁର୍ ପାର୍ତନା ସୁଣଲା, ତାର୍ ଡକୁର୍ସି ରିବିକା ଗଃର୍ବବାସ୍ ଗଃଲି। 22 ଇତାର୍ ହଃଚେ ତାର୍ ହେଟେ ରିଲା ହିଲାମଃନ୍ ଜଳା ଜଳି ଅୟ୍ଲାକ୍, "ମକେ ଇରଃକମ୍ କାୟିତାକ୍ ଅୟ୍ଲି?" ଇରି ମଃନେ ବାବି ସେ ଜିଅବା ମାପୁରାର୍ ତଃୟ୍ ହଃଚାରୁକେ ଗଃଲି 23 ସେତାକ୍ ମାପୁର୍ ତାକେ କୟ୍ଲା, "ତର୍ ହେଟେହୁଣି ଦୁୟ୍ ଗସ୍ଟି ଆଚ୍ତି ଆର୍ ଦୁୟ୍ ଗସ୍ଟି ତର୍ ହେଟେ ହୁଣି ବିନେ ବିନେ ଅଃଉତି; ଗଟେ ଗସ୍ଟି ବିନ୍ ଗସ୍ଟି ତଃୟ୍ ହୁଣି ଅଃଦିକ୍ ବଃଳ୍ ହାୟ୍ଦ୍, ଆରେକ୍, ବଃଡ୍ ବାୟ୍ସି ସାନ୍ ବାଇସିର୍ ଦାସ୍ ଅୟିଦ୍।"
24 ଇତାର୍ହଃଚ ହିଲା ଜଃଲମ୍ ଅଃଉତାବେଳା ହୁର୍ନ୍ ଅୟ୍ଲାକ୍, ତାର୍ ହେଟେ ହୁଣି ଜଃଉଁଣା ଅଃଣ୍ଡ୍ରା ହିଲା ଜଃଲମ୍ ଅୟ୍ଲାୟ୍। 25 ତାର୍ ହଃର୍ତୁମ୍ ହଃୟ୍ସି ବଃନି ରଃକମ୍ ଆର୍ ଗଃଗାଳ୍ ମୁଣ୍ଡ୍ ସଃବୁ ରମେ ହାଜ୍ଲା ବଃସ୍ତର୍ ହର୍ ରିଲି; ଇତାର୍ଗିନେ ତାର୍ ନାଉ ଏସାଉ ଦିଆ ଅୟ୍ଲି। 26 ଇତାର୍ହଃଚ ଏସାଉର୍ ହାଦ୍ଟିହ୍ ଦଃରି ତାର୍ ବାୟ୍ସି ଜଃଲମ୍ ଅୟ୍ଲା; ଇତାର୍ଗିନେ ତାର୍ ନାଉ ଜାକୁବ ବଃଲେକ୍ ହାଦ୍ ଦଃରୁ ଦିଆ ଅୟ୍ଲି। ଇସାକାର୍ ସାଟେ ବଃର୍ସ୍ ବଃୟ୍ସେ ଇ ଜଃଉଁଣା ହିଲା ଜଃଲମ୍ ଅୟ୍ଲାୟ୍।
27 ଇତାର୍ହଃଚ ହିଲାମଃନ୍ ବାଡ୍ଲା ହଃଚେ ଏସାଉ କଟ୍ରା ବିନ୍ଦୁ ଆର୍ ବଃନ୍ବାସି ଅୟ୍ଲା; ଆରେକ୍, ଜାକୁବ ସୁସ୍ତିର୍ ବଃଲେକ୍ ସାନ୍ତିମଃନାର୍ ମାନାୟ୍ ଆର୍ ତୁମ୍ଗଃରେ ବାସାକଃରୁ ଅୟ୍ଲା। 28 ଇସାକ୍ କଟ୍ରା ମାସ୍କେ ବେସି ସୁଆଦ୍ ବଃଲି ଜାଣ୍ଲାକ୍ ଏସାଉକ୍ ଲାଡ୍ କଃଲା।
29 ଗଟ୍ ଦିନ୍ ଜାକୁବ ଡାଲି ରାନ୍ଦ୍ତି ରିଲା, ସଃଡେବଃଳ୍ ଏସାଉ ବେଟ୍ବୁଲି ବୁକ୍କେ ତାକିକଃରି ଆସ୍ଲା; 30 ତଃବେ ସେ ଜାକୁବକେ କଃୟ୍ଲା, " ମୁୟ୍ ତାକିଆଚି, ଗଃଉଆରି କଃରୁଲେ, ସେ ରଃଙ୍ଗ୍ ଡାଲି ଦଃୟି କାଳାଉ," ଇତାର୍ଗିନେ ତାର୍ ନାଉ ଇଦମ୍ ବଃଲେକ୍ ରଙ୍ଗା ବଃଲି ଡାକ୍ ହୁଟ୍ଲି।
31 ସଃଡେବଃଳ୍ ଜାକୁବ କୟ୍ଲା, ଜଦି ତୁୟ୍ ମକେ ନିଜାର୍ ବଃଡ୍ବାୟ୍ର୍ ଅଃଦିକାର୍ ଦେସି ତଃବେ ମୁଁୟ୍ ଦଃୟ୍ନ୍ଦ୍।
32 ଏସାଉ ଉତୁର୍ ଦିଲା, "ଜାଣ୍, ମୁୟ୍ ମଃଲା ହର୍, ବଃଡ୍ ଅଃଦିକାରେ ମର୍ ଆର୍ କାୟି ଲାବ୍ ଅୟ୍ଦ୍?" 33 ଜାକୁବ କଃୟ୍ଲା, "ତୁୟ୍ ଆଜି ମଃର୍ ଚଃମେ ସାୟିପ୍ କଃର୍," ଇ ହର୍ ସାୟିପ୍ କଃରି ସେ ନିଜାର୍ ହଃଣୁଆ ଅଃଦିକାର୍ ଜାକୁବକେ ବିକ୍ଲା। 34 ସେତି ଜାକୁବ ଏସାଉକେ ରୁଟି ଆର୍ ରାନ୍ଦା ମୁସ୍ରି ଡାଲି ଦିଲାକେ, ସେ କାଦି କାୟି କଃରି ଉଟ୍ଲା। ଇ ହଃର୍କାରେ ଏସାଉ ନିଜାର୍ ବଃଡ୍ ଅଃଦିକାର୍ ଚୁଚା ହଲ୍ୟା ବଃଲ୍ଲା।