51 ସ୍ତିପାନ୍ କୟ୍ଲା, "ଏ ସୁନତ୍ ନୟ୍ଲା ଅଃମାନ୍ୟା ମଃନ୍ ଲକ୍ମଃନ୍, ତୁମିମଃନ୍ ବଃୟ୍ରା ଲକ୍, ସଃବୁବଃଳ୍ ପବିତ୍ର ଆତ୍ମାର୍ ବିରଦ୍ କଃରୁଲାସ୍, ତୁମିମଃନାର୍ ଦାଦିବାବୁମଃନ୍ ଜଃନ୍କାର୍ ତୁମିମଃନ୍ ହେଁ ସେନ୍କାର୍ । 52 ବାବ୍ବାଦିମଃନାର୍ ବିତ୍ରେ କାକେ ତୁମିମଃନାର୍ ଦାଦିବାବୁମଃନ୍ କାକେ କଃସ୍ଟ ଦଃୟି ନଃରିଲାୟ୍ କି ? ଜୁୟି ଲକ୍ମଃନ୍ ସେ ଦଃର୍ମି ଲକାର୍ ଆସ୍ତା କଃତା ହୁର୍ବେ ଜାଣାୟି ରିଲା ସେମଃନ୍କେ ସେମଃନ୍ ମଃର୍ନେ ମାର୍ଲାୟ୍, ଅଃବେ ତୁମିମଃନ୍ ଜିସୁକେ ସଃତ୍ରୁର୍ ଆତେ ସଃହ୍ରି ମଃର୍ନେ ମାରି ଆଚାସ୍ ।