55 ମଃତର୍ ସେ ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟି ସଃର୍ଗ୍ ହାକ୍ ନିକକଃରି ଅଃନ୍ୟାୟ୍ ଦଃକ୍ଲା ଆର୍ ଇସ୍ୱରାର୍ ଜଃଜ୍ମାନ୍ ଆର୍ ଜିସୁକେ ଇସ୍ୱରାର୍ କାତା ବାଟ୍ୟା ଟିଆ ଅୟ୍ରିଲାର୍ ଦଃକି କୟ୍ଲା, 56 ଦଃକା ମୁୟ୍ଁ ସଃର୍ଗ୍ ମେଲା ଅଃଉତାର୍ ଆର୍ ନଃରାର୍ ହୟ୍ସିକ୍ ଇସ୍ୱରାର୍ କାତା ବାଟ୍ୟା ଟିଆ ଅୟ୍ରିଲାର୍ ଦଃକୁଲେ ।