18 ପେରିତ୍ମଃନାର୍ ଆତ୍ ସଃଙ୍ଗାୟ୍ଲାକ୍ ଆତ୍ମା ଦିଆ ଅଃଉଁଲି ଇରି ଦଃକି ସିମନ୍ ସେମ୍ନଃକେ ଟଃକା ଜାଚି କୟ୍ଲା, 19 "ମକ୍ ହେଁ ଇ ଅଃଦିକାର୍ ଦିଆ, ମୁୟ୍ଁ ଜୁୟି ଲକାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଦ୍ ସେ ପବିତ୍ର ଆତ୍ମା ହାଉଅ ।"
20 ମଃତର୍ ପିତର୍ ତାକେ କୟ୍ଲା, "ତର୍ ଟଃକା ତର୍ ସଃଙ୍ଗ୍ ନଃସ୍ଟ୍ ଅଃଉଅ, କାୟିତାକ୍ ବଃଲେକ୍ ଇସ୍ୱରାର୍ ଦାନ୍କେ ଗେନୁକ୍ ବାବଃଲିସ୍ ।