36 ଆର୍ ସେମଃନ୍ ବାଟେ ଜଃଉଁଜଃଉଁ, କୁଣ୍ ଗଟେକ୍ ହାଣିନାଳେ ହଚ୍ଲାୟ୍, ସେତାକ୍ ବେଜୁ କୟ୍ଲା, "ଇତି ତ ହାଣି ଆଚେ, ମର୍ ବାପ୍ତିସମ୍ ହାଉଁକ୍ କାୟି ବାଦା ଆଚେ ?" 37 ପିଲିପ୍ କୟ୍ଲା ତୁୟ୍ ସଃବୁ ମଃନ୍ ହଃରାଣ୍ ସଃଙ୍ଗ୍ ଜଦି ବିସ୍ୱାସ୍ କଃର୍ସି ତଃବେ ଅଃଉଁ ହାରେ । ସେତାକ୍ ବେଜୁ କୟ୍ଲା ଜିସୁ କ୍ରିସ୍ଟ ଜେ ଇସ୍ୱରାର୍ ହୟିସି ଇରି ମୁୟ୍ଁ ବିସ୍ୱାସ୍ କଃରୁଲେ ।
38 ଆରେକ୍ ବେଜୁ ରଃତ୍ ତେବାଉଁକେ କୟ୍ଲା । ତଃବେ ପିଲିପ୍ ଆର୍ ବେଜୁ ହାଣି ବିତ୍ରେ ଉତୁର୍ଲାୟ୍ ଆର୍ ପିଲିପ୍ ତାକେ ବାପ୍ତିସମ୍ ଦିଲା ।