9 ଅଃବ୍କା ମାନାୟ୍ ରୁହାର୍ କ୍ରିସ୍ଟର୍ ତଃୟ୍ ଇସ୍ୱରାର୍ ଗୁଣ୍ ହୁରୁଣ୍ କଃରି ରଃୟ୍ ଆଚେ । 10 ତାର୍ ସଃଙ୍ଗ୍ ମିସ୍ଲାର୍ ଗିନେ ତୁମିମଃନ୍ ଜିବନେ ହୁରୁଣ୍ ଲାବ୍ କଃରିଆଚାସ୍ ବିନ୍ ସଃବୁ ସଃକ୍ତି ଆର୍ ଅଃଦିକାରି ଉହ୍ରେ କ୍ରିସ୍ଟର୍ ସାସନ୍ ହାଣ୍ ହଃକା ସଃବ୍କେ ବଃଡ୍ ।
Publicidade
Publicidade