5 ସେରି କଃରୁକେ ବେଳା ମିଳିଆଚେ, ସଃତ୍ ନଃକେର୍ତା ଲକ୍ମଃନାର୍ ତଃୟ୍ ବୁଦିର୍ ସଃଙ୍ଗ୍ ଚାଲ୍ଚାଲ୍ତି କଃରା । 6 ତୁମିମଃନାର୍ କଃତା ସଃବୁବଃଳ୍ ସଃର୍ଦାରି ଅଃଉଅ, ଦଃୟା ଲାଡାର୍ ଅଃଉଅ, ଜଃନ୍କଃରି କାକେ କଃନ୍କଃରି ଟିକ୍ ଉତୁର୍ ଦେଉଁକେ ଅୟ୍ଦ୍ ସେରି ଜାଣୁ ହାରାସ୍ ।
Publicidade
Publicidade