5 ଆର୍ ଜିସୁ କ୍ରିସ୍ଟର୍ ଲାଗି ସେ ନିଜାର୍ ଗିନେ ହୟିସି କଃରୁକେ ନିଜାର୍ ଇଚା ହଃର୍କାରେ ଅଃମିମଃନ୍କେ ଲାଡେ ଆଗେହୁଣି ତିର୍ କଃଲା । 6 ଇରି ତାର୍ ଦଃୟାର୍ ଜଃଜ୍ମାନାର୍ ପ୍ରସଂସା ଗିନେ ଅୟିଆଚେ; ସେ ଦଃୟା ସେ ଲାଡାର୍ ମାନାୟକେ ଦଃୟି ଅଃମିମଃନ୍କେ ଦାନ୍ ଦଃୟି ଆଚେ ।
Publicidade
Publicidade