3 ସେ ଅମାନ୍ୟାର୍ ହିଲାମଃନାର୍ ସଃଙ୍ଗ୍ ଅଃମିମଃନ୍ ସଃବୁଲକ୍ ହେଁ ଅଃକାବଃଳ୍ ଅଃମିମଃନାର୍ ଗଃଗାଳାର୍ ଇଚା ହଃର୍କାରେ ଜିବନ୍କାଟି ଗଃଗାଳାର୍ ଆର୍ ବାବ୍ନାର୍ ଇଚା ହୁରୁଣ୍ କଃର୍ତିରିଲୁ ଆର୍ ବିନ୍ଲକାର୍ ହର୍ ମାପୁରାର୍ ବିରଦି ରିଲୁ ।
4 ମଃତର୍ ଅଃମିମଃନ୍ ହାହେ ମଃରି ରିଲେକ୍ ହେଁ ଦଃୟାକାରି ଇସ୍ୱର୍, ସେ ଅଃମିମଃନ୍କେ ଜୁୟି ବଃଡ୍ ଲାଡାର୍ ଗିନେ ଦଃୟା କଃଲା, 5 ସେତାର୍ ଗିନେ ଅଃମିମଃନ୍କେ କ୍ରିସ୍ଟର୍ ସଃଙ୍ଗ୍ ଜିବନ୍ ହାଳାୟ୍ ଆଚେ, ଦଃୟାର୍ ଗିନେ ତୁମିମଃନ୍ ମୁକ୍ତି ହାୟ୍ଁ ଆଚାସ୍ ।