11 ଇସ୍ୱର୍ ଦିଲା ସଃବୁ ଜୁଜ୍ ଆସ୍ତି ହିନ୍ଦି ଜଃଗ୍ରାତ୍ ଅଃଉଆ, ଜଃନ୍କଃରି ସୟ୍ତାନାର୍ କୁଟ୍କେ ଚଃଲାକି ବିରୁଦେ ଟିଆ ଅଃଉଁକେ ସଃକ୍ତି ହାଉଁହାରାସ୍ । 12 ବଃଲେକ୍ ଅଃମିମଃନ୍ ଇ ଜଃଗତାର୍ ମାନାୟ୍ ମଃନାର୍ ବିରୁଦେ ଜୁଜ୍ ନଃକେରୁ; ଅଃମି ଅଃଗାସାର୍ ସୟ୍ତାନାର୍ ସଃକ୍ତି ଆର୍ ଇ ଅଃନ୍ଦାର୍ ଜୁଗାର୍ ସାସନ୍କଃର୍ତା, ଅଃଦିକାରି ଆର୍ ସଃବୁ ହୁର୍ତିବିର୍ ସଃକ୍ତି ବିରୁଦେ ଜୁଜ୍ କଃରୁଲୁ ।