19 ଆର୍ ମର୍ ଗିନେ ହେଁ ପାର୍ତ୍ନା କଃରା, ଜଃନ୍କଃରି ନିକ କବୁରାର୍ ବିତ୍ରିକଃତା ଜାଣାଉଁକ୍ ଆର୍ ନଃଡିରି ସେରି ପର୍ଚାର୍ କଃରୁକେ ଇସ୍ୱର୍ ମକ୍ ଟିକ୍ ବାକ୍ୟ ଦଃୟ୍ଦ୍ । 20 ଅଃବେ ସିକ୍ଳାୟ୍ ବାନ୍ଦାୟ୍ ଅୟ୍ରିଲେକ୍ ହେଁ ମୁଁ ନିକ କବୁର୍ ଗିନେ ଗଟେକ୍ କବୁର୍ କାରିଆ । ପାର୍ତ୍ନା କଃରା, ଜଃନ୍କଃରି ମୁୟ୍ଁ ସାସ୍ ସଃଙ୍ଗ୍ ଟିକ୍ ବାବେ ନିକ କବୁର୍ ପର୍ଚାର୍ କଃରୁ ହାରିନ୍ଦ୍ । ରମିଅ ସଃଇନ୍
Publicidade
Publicidade