14 ବିରଦ୍ ଆର୍ ଗାଣେଞ୍ଜ୍ କଃତା କାଟାକାଟି ନଃୟ୍କଃରି ସଃବୁ କାମ୍ କଃରା । 15 ଜଃନ୍କଃରି ତୁମିମଃନ୍ ନିର୍ଦସି ଆର୍ ନିର୍ମୁଳ୍ ଅୟି ଇ କଃରାପ୍ ବିନ୍ବାଟ୍ ଜାତା ବଃଉଁସ୍ ବିତ୍ରେ ଇସ୍ୱରାର୍ ଲିନ୍ଦା ନଃହାୟ୍ଲା ହିଲାମଃନ୍ ଅଃଉଆ, ସେମଃନାର୍ ବିତ୍ରେ ତୁମିମଃନ୍କେ ଜିବନାର୍ ବାକ୍ୟ ଦଃରି ଜଃଗତେ ଉଜାଳ୍ ହର୍ ଜାଣା ହଃଳୁଲାସ୍ । 16 ବିନ୍ ଲକାର୍ ତଃୟ୍ ଜିବନ୍ କଃତା ପର୍ଚାର୍ କଃର୍ତା ବଃଳ୍ ତୁମି ଅଃଗାସ୍କେ ଉଜାଳ୍ କଃର୍ତାର୍ ତାରା ମଃନାର୍ ହର୍ ଉଜାଳ୍ ଅଃଉଆ । ତୁମିମଃନ୍ ଜଦି ଇରଃକମ୍ ଅଃଉଆସ୍ କ୍ରିସ୍ଟ ଆସ୍ତା ଦିନ୍ ତୁମିମଃନାର୍ ବିସୟେ ମୁୟ୍ଁ ଗଃର୍ବ୍ କଃରୁ ହାରି କାୟିତାକ୍ବଃଲେକ୍ ଇତି ଜାଣା ହଃଳେଦ୍ ମର୍ ସଃବୁ ଚେସ୍ଟା ଆର୍ କାମ୍ ହଲ୍ୟା ନାୟ୍ ।
Publicidade
Publicidade