13 ଏ ବାୟ୍ମଃନ୍ ହଃଚାର୍ କଃତା ସଃବୁ ମଃନେହୁଣି ଦୁର୍ କଃରି ଆଗ୍ବାଟାର୍ ବିସୟ୍ମଃନ୍ ମଃନେ ଦଃରି କ୍ରିସ୍ଟ ଜିସୁର୍ତଃୟ୍ ଇସ୍ୱରାର୍ ସଃର୍ଗେ କୁଦ୍ଲାର୍ ହାଣ୍ ହାଉଁକ୍ ସଃରାସଃରି ହଃତେକ୍ ଦଃବ୍ଳୁଲେ 14 ମୁୟ୍ଁ ସଃଳ୍କେ ସଃନ୍ଦିଏ ହଚୁକେ ଦଃବ୍ଳୁଲେ ପୁରିସ୍କାର୍ ହାୟ୍ନ୍ଦ୍ ବଃଲି ଜୁୟ୍ତାର୍ ଗିନେ ମକେ ଇସ୍ୱର୍ ଜିସୁ କ୍ରିସ୍ଟର୍ ଦଃୟି ଜିବନେ କଃରି ଆଚେ ।