7 ମଃତର୍ ଜାୟ୍ରିସଃବୁ ମର୍ ହାୟ୍ଁ ଲାବ୍ ରିଲି, ସେରି ସଃବୁ କ୍ରିସ୍ଟର୍ ହାଁୟ୍ ଲାବ୍ ନୟ୍ଲାର୍ ବଃଲି ମଃନେ କଃରୁଲେ । 8 ସଃତେକ୍ସେ ନୟ୍ ମୁୟ୍ଁ ମର୍ ମାପୁର୍ କ୍ରିସ୍ଟ ଜିସୁକେ ଜାଣ୍ଲାର୍ ଗିନେ ଜୁୟି ଦଃନ୍ ଲାବ୍ କଃରି ଆଚି, ତାର୍ ତଃୟ୍ହୁଣି ବିନ୍ ସଃବୁ ବିସୟ୍କେ ମୁୟ୍ଁ ଅଃବେ ଅଃସାର୍ ବଃଲି ଗଃଣ୍ତି କଃରୁଲେ; ତାର୍ ହାୟ୍ଁ ମୁୟ୍ଁ ସଃବୁ ଚାଡିଆଚି । ଜଃନ୍କଃରି କ୍ରିସ୍ଟକେ ହାଉଁକେ ହାରି ।
Publicidade
Publicidade