17 "ମୁୟ୍ ମର୍ ଜିବନ୍ ଦେଉଁକ୍ ମଃନ୍ କଃରୁଲେ, ତଃବେ ଉବା ମକ୍ ଲାଡ୍ କଃରୁଲା, ଆର୍ ମୁୟ୍ ମର୍ ଜିବନ୍ ଆରେକ୍ ହାଉଁକ୍ ସେରି ଦଃୟ୍ନ୍ଦ୍ । 18 ମର୍ ଜିବନ୍କେ କେଏ ମର୍ ତଃୟ୍ହୁଣି ନେଉଁକ୍ ନାହାରେ । ମଃତର୍ ମୁୟ୍ ନିଜେ ମଃନ୍କଃରି ମର୍ ଜିବନ୍ ଦଃୟ୍ନ୍ଦ୍ । ନିଜାର୍ ଜିବନ୍ ଦେଉଁକ୍ ଆର୍ ତାକ୍ ବାଉଳାୟ୍ ଆଣୁକେ ମର୍ ଅଃଦିକାର୍ ଆଚେ, ଇରି କଃରୁକେ ମର୍ ଉବା ମକ୍ ଆଦେସ୍ ଦଃୟ୍ଆଚେ ।"