20 ମୁୟ୍ ଅଃବ୍କା ଇମଃନାର୍ ଗିନେ ପାର୍ତ୍ନା ନଃକେରି, ମଃତର୍ ଇମଃନାର୍ ବଃଚନ୍ ସଃଙ୍ଗ୍ ଜୁୟି ଲକ୍ମଃନ୍ ମର୍ ଲଃଗେ ବିସ୍ୱାସ୍ କଃର୍ତି, ସେମଃନାର୍ ଗିନେ ହେଁ ପାର୍ତ୍ନା କଃରୁଲେ । 21 ଜଃନ୍କଃରି ସେମଃନ୍ ସଃବୁ ଲକ୍ ଗଟେକ୍ ଅଃଉତି ଇରି ମର୍ ପାର୍ତ୍ନା; ଏ ଉବା, ତୁୟ୍ ଜଃନ୍କଃରି ମର୍ ଲଃଗେ ଆଚ୍ସି ଆର୍ ମୁୟ୍ ତର୍ ଲଃଗେ ଆଚି, ସେମଃନ୍ ହେଁ ସେବାନ୍ୟା ଅଃମାର୍ ଲଃଗେ ରେଅତ୍, ଜଃନ୍କଃରି ତୁୟ୍ ମକ୍ ହଃଟାୟ୍ଲିସ୍ ବଃଲି ଜଃଗତ୍ ବିସ୍ୱାସ୍ କଃରେଦ୍ । 22 ଆର୍, ତୁୟ୍ ମକ୍ ଜୁୟି ଜଃଜ୍ମାନ୍ ଦଃୟି ଆଚ୍ସି, ମୁୟ୍ ସେମଃନ୍କେ ସେରି ଦଃୟି ଆଚି, ଜଃନ୍କଃରି ତୁୟ୍ ଆର୍ ମୁୟ୍ ଗଟେକ୍, ସେମଃନ୍ ସେବାନ୍ୟା ଗଟେକ୍ ଅଃଉତି; 23 ମୁୟ୍ ସେମଃନାର୍ ଲଃଗେ, ଆର୍ ତୁୟ୍ ମର୍ ଲଃଗେ, ଜଃନ୍କଃରି ସେମଃନ୍ ମିସି ଗଟେକ୍ ଅଃଉତି, ତଃବେ ଜଃଗତ୍ ବୁଜେଦ୍ ଜେ ତୁୟ୍ ମକ୍ ହଃଟାୟ୍ଲିସ୍, ଆରେକ୍ ମକ୍ ଜଃନ୍କାର୍ ଲାଡ୍ କଃଲିସ୍, ସେମଃନ୍କେ ସେବାନ୍ୟା ଲାଡ୍ କଃରୁଲିସ୍ ।"
Publicidade
Publicidade