25 ଏ ଦଃର୍ମି ଉବା, ଜଃଗତ୍ ତକ୍ ନଃଜାଣେ, ମଃତର୍ ମୁୟ୍ ତକ୍ ଜାଣି ଆଚି; ଆର୍, ତୁୟ୍ ଜେ ମକ୍ ହଃଟାୟ୍ଲିସ୍, ସେରି ଇମଃନ୍ ଜାଣି ଆଚ୍ତି । 26 ଆରେକ୍, ତୁୟ୍ ମକ୍ ଜୁୟି ଲାଡ୍ କଃଲିସ୍, ସେରି ଜଃନ୍କଃରି ସେମଃନାର୍ ତଃୟ୍ ରଃୟ୍ଦ୍ ଆର୍ ମୁୟ୍ ସେମଃନାର୍ ତଃୟ୍ ରଃୟ୍ନ୍ଦ୍, ଇତାର୍ ଗିନେ ମୁୟ୍ ସେମଃନ୍କେ ତର୍ ନାଉ ଜାଣାୟି ଆଚି ଆର୍ ସଃବୁବଃଳ୍ ଜାଣାୟ୍ଦ୍ ।"
Publicidade