31 ସଃଡେବଃଳ୍ ଚେଲାମଃନ୍ ଜିସୁକେ ଗଃଉଆରି କଃରି କୟ୍ଲାୟ୍, ଏ ଗୁରୁ କାଦି କାଆ ।
32 ମଃତର୍ ଜିସୁ ଚେଲାମଃନ୍କେ କୟ୍ଲା, "ତୁମିମଃନ୍ ଜୁୟି କାଦିର୍ କଃତା ନଃଜାଣାସ୍, କାଉଁକେ ଇବାନ୍ୟା କାଦି ମର୍ ତଃୟ୍ ଆଚେ ।"
33 ସେତାକ୍ ଚେଲାମଃନ୍ ତାକାର୍ ତାକାର୍ ବିତ୍ରେ କଃଉଆକଇ ଅୟ୍ଲାୟ୍, "କେଏ ଅଲେ ତାକ୍ କାଦି ଆଣି ଦଃୟି ରଃୟ୍ଦ୍ କାୟ୍କି ?"
34 ଜିସୁ ସେମଃନ୍କେ କୟ୍ଲା, "ମକ୍ ହଃଟାୟ୍ଲା ଉବା ଦଃୟ୍ରିଲା କାମ୍ ହୁରୁଣ୍ କଃର୍ତାର୍ ହଃକା ଅୟ୍ଲି ମର୍ କାଦି ।"