39 ଆର୍ ଜେ ମକେ ହଃଟାୟ୍ ଆଚେ ସେ ଜୁୟ୍ମଃନ୍କ୍ ମକ୍ ଦିଲା ଆଚେ, ସେମଃନାର୍ ବିତ୍ରେ ମୁୟ୍ ଗଟେକ୍ ଲକ୍କେ ହେଁ ଆରାୟ୍ ନଃକେରି, ମଃତର୍ ସେସ୍ ଦିନ୍ ସେ ସଃବ୍କେ ଆରେକ୍ ଉଟାୟ୍ନ୍ଦ୍, ଇରି ତାର୍ ଇଚା ।
40 କାୟିତାକ୍ବଃଲେକ୍ ଉବା ମଃନ୍ କଃରୁଲା, ଜୁୟି ଲକ୍ମଃନ୍ ତାର୍ ହୟ୍ସିକ୍ ଦଃକି ତାର୍ ତଃୟ୍ ବିସ୍ୱାସ୍ କଃର୍ତି, ସେମଃନ୍ ଅଃମ୍ବର୍ ଜିବନ୍ ହାଅତ୍ । ଇତାକ୍ ସେସ୍ ଦିନ୍ ମୁୟ୍ ସେ ସଃବ୍କେ ଆରେକ୍ ଉଟାୟ୍ନ୍ଦ୍ ।"