53 ସେତାକ୍ ଜିସୁ ସେମଃନ୍କେ କୟ୍ଲା, "ମୁୟ୍ ସଃତ୍ କଃଉଁଲେ, ନଃରାର୍ ହୟ୍ସିର୍ ଗଃଗାଳ୍ ନଃକାୟ୍ଲେକ୍ ଆର୍ ତାର୍ ବଃନି ନଃସୁର୍ଲେକ୍ ତୁମିମଃନ୍ ଜିବନ୍ ହାଉଁ ନାହାରାସ୍ । 54 ଜୁୟି ଲକ୍ ମର୍ ମାସ୍ କାୟ୍ଦ୍ ଆର୍ ମର୍ ବଃନି ସୁରେଦ୍ ସେ ଅଃମ୍ବର୍ ଜିବନ୍ ହାୟ୍ଦ୍ ଆର୍ ମୁୟ୍ ସେସ୍ ଦିନ୍ ତାକେ ଆରେକ୍ ଉଟାୟ୍ନ୍ଦ୍ ।