1 ଏ ନିର୍ବୁଦିଆ ଗାଲାତିୟ ମଃନ୍ ! ତୁମିକେ କେଏ ବୁଲ୍କାୟ୍ଲା ? ତୁମାର୍ ଆକି ଆଗେ ତ କ୍ରୁସେମଃଲା ଜିସୁ କ୍ରିସ୍ଟର୍ ରୁହ୍ ତୁମାର୍ ଆଗେ ଜାଣାୟି ଦିଆ ଜାୟ୍ ଆଚେ । 2 ମୁୟ୍ଁ ତୁମିମଃନ୍କାର୍ ତଃୟ୍ହୁଣି ଅଃବ୍କା ଇରି ଜାଣୁକେ ମଃନ୍କଃରୁଲେ, ତୁମିମଃନ୍ କାୟି ମସାର୍ ବିଦିର୍ ଚାଲ୍ଚାଲ୍ତି ଗିନେ କି ବିସ୍ୱାସେ ସୁଣ୍ଲାର୍ ଗିନେ ଆତ୍ମା ହାୟ୍ରିଲାସ୍ ? 3 ତୁମିମଃନ୍ କାୟି ଇରଃକମ୍ ନିର୍ବୁଦିଆ ? ଇସ୍ୱରାର୍ ଆତ୍ମାୟ୍ ମୁଳ୍ୟାୟ୍ କଃରି ତୁମିମଃନ୍ କାୟି ନିଜାର୍ ଗଃଗାଳାର୍ ସଃକ୍ତିଏ ହୁର୍ନ୍ କଃରୁକେ ଇଚା କଃରୁଲାସ୍ ? 4 ସେତାର୍ ଗିନେ ତୁମିମଃନାର୍ ଅଃତେକ୍ କାମ୍ ସଃବୁ ହଲ୍ୟା କି ? ସେତିହୁଣି ତୁମିମଃନ୍ କାୟି କାୟିରିହେଁ ନଃସିକାସ୍ । 5 ବଃଲେକ୍ ଜେ, ତୁମିମଃନ୍କେ ଆତ୍ମା ଦଃୟ୍ଦ୍, ଆର୍ ତୁମିମଃନ୍କାର୍ ବିତ୍ରେ ସଃକ୍ତିର୍ କାମ୍ କଃରେଦ୍ ସେ କି ମସାର୍ ବିଦିର୍ ଚାଲ୍ଚାଲ୍ତି ଗିନେ ସେରି କଃରେଦ୍ କି ବିସ୍ୱାସେ ସୁଣ୍ତାର୍ ଗିନେ କଃରେଦ୍ ?
6 ଅବ୍ରାହାମାର୍ କଃତା ଏତାଉଆ, ସେ ଜଃନ୍କଃରି ଅବ୍ରାହାମ୍ ଇସ୍ୱର୍କେ ବିସ୍ୱାସ୍ କଃଲା, ଆର୍ ତାର୍ ଗିନେ ସେରି ଦଃର୍ମି ବଃଲି ଗଃଣା ଅୟ୍ଲି । 7 ଇରି ତୁମି ଜାଣା ଜୁୟି ଲକ୍ମଃନ୍ ବିସ୍ୱାସ୍ କଃର୍ତି, ସେମଃନ୍ ହଃକା ଅବ୍ରାହାମାର୍ ସଃତ୍ ହିଲାମଃନ୍ । 8 ଆଗେହୁଣି ସାସ୍ତରେ ଲେକାଆଚେ ବିସ୍ୱାସେ ଇସ୍ୱର୍ ଅଜିଉଦିକେ ହେଁ ଦଃର୍ମି ବଃଲି ଗଃଣ୍ତା କଃରେଦ୍ । ଅବ୍ରାହାମ୍ ଚଃମେ ଇ କଃତା ପର୍ଚାର୍ କଃରା ଜାୟ୍ ରିଲି, "ତର୍ ଲାଗି ଇସ୍ୱର୍ ହୁର୍ତିର୍ ସଃବୁ ଦେସାର୍ ଲକ୍ ମଃନ୍କେ ଆସିର୍ବାଦ୍ କଃରେଦ୍ ।" 9 ଇତାକ୍ ଜୁୟି ଲକ୍ମଃନ୍ ବିସ୍ୱାସି ସେମଃନ୍ ବିସ୍ୱାସି ଅବ୍ରାହାମାର୍ ହର୍ ଆସିର୍ବାଦ୍ ହାଉତି ।
10 କାୟିତାକ୍ବଃଲେକ୍ ଜଃତେକ୍ ଲକ୍ ମସାର୍ ବିଦି ହଃର୍କାରେ କାମ୍ କଃର୍ତି ସେମଃନ୍ ସାଇପ୍ପାର୍ ତଃଳେ ଜିବନ୍ କାଟ୍ତି । ଜଃନ୍କଃରି ଲେକା ଆଚେ, "ଜୁୟି ଲକ୍ ମସାର୍ ବିଦି ସାସ୍ତରେ ଲେକାର୍ ସଃବୁ କଃତା ମାନୁକ୍ ହଃତି ଦିନ୍ ମଃନ୍ ନଃକେରେ ସେ ଇସ୍ୱରାର୍ ସାଇପାର୍ ଜୟ୍ଗ୍ ଅୟ୍ଦ୍ ।" 11 ସେତାକ୍ ଇତି ନିକ ଜାଣା ହଃଳୁଲି ଜେ, କେହେଁ ଇସ୍ୱରାର୍ ଆକାୟ୍ ଦଃର୍ମି ନୟ୍ କାୟି ତାକ୍ ବଃଲେକ୍ ସାସ୍ତରେ ଲେକା ଆଚେ ବିସ୍ୱାସାର୍ ଗିନେ ଇସ୍ୱର୍ ର୍ ତଃୟ୍ ନିର୍ଦସି ଗଃଣ୍ତି ଅଃଉତା ଲକ୍ ହଃକା ଜିବନ୍ ରଃୟ୍ଦ୍ । 12 ବଃଲେକ୍ ବିସ୍ୱାସ୍ ମସାର୍ ବିଦିର୍ ମୁଳ୍ କଃତା ନାୟ୍, ମଃତର୍ ମସାର୍ ବିଦିଏ ଲେକାଆଚେ ଜୁୟି ଲକ୍ ମସାର୍ ବିଦି ସଃବୁ ମାନେଦ୍ ସେ ବଚେଦ୍ ।
13 ଇତାର୍ ଗିନେ କ୍ରିସ୍ଟ ଅଃମାର୍ ଗିନେ ସାୟ୍ପ୍ ହାୟ୍ଁ ମସାର୍ ବିଦିର୍ ସାଇପେ ହୁଣି ଅଃମିମଃନ୍କେ ମଲ୍ ଦଃୟି ମୁକ୍ଳାୟ୍ଲା; କାୟିତାକ୍ବଃଲେକ୍ ଲେକା ଆଚେ, ଜୁୟି ମାନାୟ୍ ଗଃଚେ ଉଚ୍କି ଅୟ୍ଦ୍ ସେ ସାଇପାର୍ ଜୟ୍ଗ୍ ଅୟ୍ଦ୍ । 14 ଜିସୁ କ୍ରିସ୍ଟର୍ ଗିନେ ଅବ୍ରାହାମାର୍ ଆସିର୍ବାଦ୍ ଜଃନ୍କଃରି ଅଜିଉଦି ମଃନ୍କାର୍ ଉହ୍ରେ ହଃଳେଦ୍, ଆରେକ୍ ଅଃମିମଃନ୍ ଜଃନ୍କଃରି ବିସ୍ୱାସାର୍ ଗିନେ ସଃୟ୍ତାର୍ ଆତ୍ମା ହାଉନ୍ଦ୍ ।
15 ଏ ବାୟ୍ ବେଣିମଃନ୍ ମୁୟ୍ଁ ମାନାୟ୍ ବାବେ ବୁଜ୍ତା କଃତା କଃଉଁଲେ ଜଃଡେବଃଳ୍ ଦୁୟ୍ଲକ୍ କୁୟି ବିସୟେ ଗଟେକ୍ ଗଃଜା ଲେକ୍ତି ତଃବେ କେଏ ହେଁ ସେ ଗଜାକ୍ ବାଙ୍ଗୁ ନାହାର୍ତି କି ସେତି ଜଳୁ ନାହାର୍ତି । 16 ଇସ୍ୱର୍ ଅବ୍ରାହାମ୍ ଆର୍ ତାର୍ ହୟିସି ମଃନ୍କେ ସଃୟ୍ତ୍ କଃରି ସଃବୁ କୟ୍ରିଲା, ଗାଦେକ୍ ଲକ୍କେ ଦଃକିକଃରି ହୟିସିମଃନ୍ ବଃଲି କଃଉଆ ଅୟି ନଃକେରେ, ମଃତର୍ ଗଟ୍ ଲକ୍କେ ବଃଲେକ୍ କ୍ରିସ୍ଟକେ ଦଃକିକଃରି ତୁମାର୍ ହଅକେ ବଃଲି କଃଉଆ ଅୟିଆଚେ । 17 ମର୍ କଃତା ଇରି ଜୁୟି ବିଦି ଇସ୍ୱରାର୍ ଅଃଦିକାର୍ ହୁର୍ବେ ତିର୍ କଃରା ଅୟ୍ରିଲି, ଚାରିସ କଳେ ଦଃସ୍ ବଃର୍ସ୍ ହଃଚେ ଦିଲା ମାସାର୍ ବିଦି ସେରି ତିନିହଲ୍ୟା ନଃକେରେ ଜଃନ୍କଃରି ତାର୍ ତଃୟ୍ ସଃୟ୍ତ୍ ନଃସ୍ଟ୍ କଃରାଜାୟ୍ଦ୍ । 18 ଇସ୍ୱର୍ ଦିଲା ସଃୟ୍ତ୍ ଆସିର୍ବାଦ୍ ହାଉତାର୍ ଜଦି ବିଦି ମାନ୍ତା ଉହ୍ରେ ବଃର୍ସା କଃରେଦ୍, ତଃବେ ସେରି ତାର୍ ସଃୟ୍ତାର୍ ହଃଳ୍ ବଃଲି କଃଉଆ ନଃଜାୟ୍ଁ । ତଃବେ ଇସ୍ୱର୍ ହଃକା ତାର୍ ସଃୟ୍ତ୍ ହଃର୍କାରେ ସେ ଆସିର୍ବାଦ୍ ଅବ୍ରାହାମ୍କେ ଦଃୟ୍ଆଚେ ।
19 ତଃବେ ମସାର୍ ବିଦି କାୟିତାକ୍ ଦିଆ ଅୟ୍ଲି ? ମାନାୟ୍ର୍ ମିଚ୍ କାମ୍ ସଃବୁ ଦଃକାୟ୍ ଦେଉଁକ୍ ତାର୍ ଇଚା ରିଲି, ଆର୍ ଅବ୍ରାହାମାର୍ ଜୁୟି କୁଳ୍ ବଃଉଁସ୍କେ ଦଃକି କଃରି ଇସ୍ୱର୍ ସେ ସଃୟ୍ତ୍ କଃରିରିଲା, ସେ ଲକାର୍ ଆସ୍ତା ହଃତେକ୍ ବିଦିର୍ ଲଳା ରିଲି । ଗଟେକ୍ ସଃର୍ଗ୍ ଦୁତ୍ ଦଃୟ୍କଃରି ବିଦି ଦିଆ ଅୟ୍ଲି । 20 ମାଲେବାଳ୍ୟା ଗଟେକ୍ ବାଟ୍ୟା ମୁଳ୍ ଲକ୍ ନାୟ୍, ମଃତର୍ ଇସ୍ୱର୍ ଗଟେକ୍ ।
21 ତଃବେ ମସାର୍ ବିଦି କାୟି ଇସ୍ୱରାର୍ ସଃୟ୍ତାର୍ ବିରଦ୍ କଃରେଦ୍ ? ସେରି କଃବେହେଁ ନଃୟ୍, କାୟିତାକ୍ବଃଲେକ୍ ଜଦି ମାନାୟ୍କେ ଜିବନ୍ ଦେଉଁକ୍ ହାରେ ଅଃନ୍କାର୍ ମସାର୍ ବିଦି ଦିଆ ଅୟ୍ରିଲି ହୁଣି, ତଃବେ ଦଃର୍ମି ସଃତ୍କଃରି ମସାର୍ ବିଦି ହର୍ ଅୟ୍ଲି ହୁଣି । 22 ମଃତର୍ ଜଃନ୍କଃରି ଜିସୁ କ୍ରିସ୍ଟର୍ ତଃୟ୍ ବିସ୍ୱାସାର୍ ଗିନେ ସଃୟ୍ତ୍ ବିସ୍ୱାସ୍ କଃର୍ତା ଲକ୍ମଃନ୍କେ ଦିଆ ଅୟ୍ଦ୍, ଇତାର୍ ଗିନେ ଦଃର୍ମ୍ ସାସ୍ତର୍ ସଃବୁ କଃତାକ୍ ହାହାର୍ ତଃଳେ ବଃଲି ଗଃଣ୍ନା କଃରିଆଚେ ।
23 ମଃତର୍ ସେ ବିସ୍ୱାସ୍ ଆସ୍ତା ହୁର୍ବେ ଜାଣାୟି ଅଃଉଁକେ ଜାତା ସେ ବିସ୍ୱାସ୍ ହାଉଁକେ ଅଃମିମଃନ୍ ମସାର୍ ବିଦି ତଃଳେ ବାନ୍ଦା ଅୟି ସଃଙ୍ଗାୟ୍ ଅୟ୍ରିଲୁ । 24 କ୍ରିସ୍ଟର୍ ଆସ୍ତା ହଃତେକ୍ ବିଦି ଅଃମିମଃନ୍କେ ତଃଳେ କଃରିରିଲି । ମଃତର୍ ହଃଚେ ବିସ୍ୱାସ୍ ଗିନେ ଅଃମିମଃନ୍ ଇସ୍ୱରାର୍ ଆକାୟ୍ ଦଃର୍ମି ଗଃଣା ଗଃଲୁ । 25 ମଃତର୍ ଅଃବେ ସେ ବିସ୍ୱାସ୍ ହଚ୍ଲା ହଃଚେ ଅଃମିମଃନ୍ ଆର୍ ସେ ସିକ୍ୟା ଦେଉଁକେ ତଃଳେ ନାୟ୍ ।
26 କାୟିତାକ୍ବଃଲେକ୍ ତୁମିମଃନ୍ ସଃବୁ ଜିସୁ କ୍ରିସ୍ଟର୍ ତଃୟ୍ ବିସ୍ୱାସ୍ ତଃୟ୍ ଇସ୍ୱରାର୍ ହୟିସି ଜିସି ଅୟି ଆଚାସ୍ । 27 ଜଃବେ ତୁମିମଃନ୍ ଜଃତେକ୍ ଲକ୍ କ୍ରିସ୍ଟର୍ ଗିନେ ବାପ୍ତିସମ୍ ହାୟ୍ଁ ଆଚାସ୍, ତୁମିମଃନ୍ ସଃବୁ କ୍ରିସ୍ଟକେ ବଃସ୍ତର୍ ହର୍ ହୁଙ୍ଗ୍ରି ଆଚାସ୍ । 28 ଜିଉଦି କି ଗ୍ରିସ୍ ଗତିଦଃଙ୍ଗ୍ଳା କି ମୁକୁଳ୍ଲାର୍ ଅଃଣ୍ଡ୍ରା କି ମାଇଜି, ତୁମିମଃନ୍କାର୍ ବିତ୍ରେ କାୟିହେଁ ବିନ୍ ନାୟ୍, କାୟିତାକ୍ବଃଲେକ୍ କ୍ରିସ୍ଟ ଜିସୁର୍ ତଃୟ୍ ତୁମିମଃନ୍ ଗଟେକ୍ । 29 ଆର୍ ଜଦି ତୁମିମଃନ୍ କ୍ରିସ୍ଟର୍, ତଃବେ ତୁମିମଃନ୍ ତ ଅବ୍ରାହାମାର୍ ବଃଉଁସ୍, ଇସ୍ୱରାର୍ ସଃୟ୍ତ୍ ହଃର୍କାରେ ଅଃଦିକାରାର୍ ଜୟ୍ଗ୍ ।