28 ସେତାକ୍ ଜିସୁ ସେମଃନ୍କେ କୟ୍ଲା, "ଜଃଡେବଃଳ୍ ତୁମିମଃନ୍ ନଃରାର୍ ହୟ୍ସିକ୍ ଉହ୍ରେ ଉଟା ଅୟ୍ଦ୍, ସଃଡେବଃଳ୍ ମୁୟ୍ ଜେ, ମୁୟ୍ ସେ ମାନାୟ୍; ଆର୍ ମୁୟ୍ ନିଜାର୍ ଅଃଦିକାରେ କାୟିରି ହେଁ ନଃକେରି, ମଃତର୍ ଉବା ମକ୍ ଜଃନ୍କଃରି ସିକ୍ୟା ଦଃୟ୍ଆଚେ, ସେନ୍କଃରି ଇ ସଃବୁ କଃତା ଜେ କଃଉଁଲେ, ଇରି ତୁମିମଃନ୍ ବୁଜୁ ହାରାସ୍ ।
Publicidade