38 ସେତାକ୍ ସେ କୟ୍ଲା, "ମାପୁର୍ ମୁୟ୍ ବିସ୍ୱାସ୍ କଃରୁଲେ ।" ଆର୍ ସେ ଇରି କୟ୍ ଜିସୁର୍ ହାଦେ ଡୁଳି ଜୁଆର୍ କଃଲା ।
39 ଆରେକ୍ ଜିସୁ କୟ୍ଲା, "ନଃଦେକ୍ତା ଲକ୍ ଜଃନ୍କଃରି ଦଃକ୍ତି ଆର୍ ଦଃକ୍ତା ଲକ୍ ଜଃନ୍କଃରି କାଣା ଅଃଉତି, ମାନାୟ୍ ମଃନାର୍ ଇ ବିଚାର୍ ଗିନେ ମୁୟ୍ ଜଃଗତ୍କେ ଆସିଆଚି ।"