16 ୧୦:୧୬ ମାତି ୧୦:୪୦; ମାର୍କ ୯:୩୭; ଲୁକ ୯:୪୮; ଜହ ୧୩:୨୦. ଜିସୁ ଆରେକ୍ ତାର୍ ଚେଲାମଃନ୍କେ କୟ୍ଲା, "ଜେ ତୁମାର୍ କଃତା ସୁଣେଦ୍, ସେ ମର୍ କଃତା ସୁଣେଦ୍, ଆର୍ ଜେ ତୁମିକେ ମାନ୍ତି ନଃକେରେ, ସେ ମକେ ମାନ୍ତି ନଃକେରେ, ଆର୍ ଜେ ମକେ ମାନ୍ତି ନଃକେରେ, ସେ ମକ୍ ହଃଟାୟ୍ଲା ଉବାକ୍ ହେଁ ମାନ୍ତି ନଃକେରେ ।"