ଗଟେକ୍ ବଃଡ୍ ବଜିର୍ କଃତା
15 ଜିସୁର୍ ସଃଙ୍ଗ୍ କାଉଁକେ ବଃସିରିଲା ଲକ୍ମଃନାର୍ ବିତ୍ରେ ଗଟେକ୍ ଲକ୍ ଇ ସଃବୁ କଃତା ସୁଣି, ଜିସୁକେ କୟ୍ଲା, "ଜୁୟି ଲକ୍ ମାପୁରାର୍ ରାଇଜେ ବଜି କାଉଁକେ ବଃସେଦ୍ ତାର୍ ବାୟ୍ଗ୍ ।"
24 ମୁୟ୍ଁ ତୁମିକେ କଃଉଁଲେ, ସେ କୁଦାୟ୍ ଅୟ୍ରିଲା ଲକ୍ମଃନ୍କାର୍ ବିତ୍ରେ କେହେଁ ମର୍ ବଜିର୍ ସୁଆଦ୍ ଚାକୁ ନାହାରେ ।"