ସାନ୍ ଅୟିଲେକ୍ ବଃଡ୍ ଅଃଉଁକ୍ ଅୟ୍ଦ୍
7 ଆରେକ୍ ବଜି କାଉଁକେ ଆୟ୍ଲା ଲକ୍ମଃନ୍ କଃନ୍କଃରି ନିଜାର୍ ଗିନେ ବଃଡ୍ ଟାଣ୍ ବାଚ୍ତି ରିଲାୟ୍, ଇରି ଦଃକିକଃରି ଜିସୁ ସେମଃନ୍କେ ଇ କଃତା କୟ୍ଲା, 8 "ଜଃବେ ତୁମିକେ କୁୟି ଲକ୍ ତାର୍ ବିବା ବଜିକେ କୁଦେଦ୍, ତଃବେ ସଃଡେବଃଳ୍ ତୁମି ସେତି ଜାୟ୍ ବଃଡ୍ ଲକ୍ ବଃସ୍ତା ଟାଣେ ବଃସା ନାୟ୍, କଃଡେବଃଳ୍ ସିନା ତୁମାର୍ ତଃୟ୍ହୁଣି ଅଃଦିକ୍ ମାନ୍ତି ହାଉତା ଲକ୍କେ ସେ କୁଦି ରଃୟ୍ଦ୍, 9 ଆର୍ ଜେ ତୁମିକେ ଆର୍ ସେ ମାନ୍ତି ହାଉତା ଲକ୍କେ କୁଦି ରଃୟ୍ଦ୍, ସେ ଆସିକଃରି ତୁମିକେ କୟ୍ଦ୍, ତୁୟ୍ ସେତିହୁଣି ଉଟ୍ ଇ ବଃଡ୍ ଲକେ ଟାଣ୍ ଦେସ୍; ସଃଡେବଃଳ୍ ତୁମି ଲାଜ୍ ହାୟ୍ଁ, ତଃଳେ ଜାୟ୍ ବଃସାସ୍ । 10 ମଃତର୍ ଜଃଡେବଃଳ୍ ତୁମି ବିବା ବଜିକେ ଜାହାସ୍, ସଃଡେବଃଳ୍ ତୁମି ଜାୟ୍ ତଃଳେ ବଃସା, ଜଃନ୍କଃରିକି ତୁମିକେ କୁଦ୍ଲା ମାନାୟ୍ ଆସିକଃରି ତୁମିକେ ଦଃକି କୟ୍ଦ୍, ଏ ବାୟ୍, ଇ ବଃଡ୍ ଟାଣେ ଆସିକଃରି ବଃସ୍; ସଃଡେବଃଳ୍ ତୁମାର୍ ସଃଙ୍ଗ୍ ବଜିଗଃରେ ବଃସି ରିଲା ସଃବୁ ଲକାର୍ ମୁଏଁ ତୁମି ଜଃଜ୍ମାନ୍ ହାଉଆସ୍ । 11 ୧୪:୧୧ ମାତି ୨୩:୧୨; ଲୁକ ୧୮:୧୪.ବଃଲେକ୍ ଜୁୟି ଲକ୍ ନିଜ୍କେ ବଃଡ୍ ବଃଲି ଦଃକାୟ୍ ଅୟ୍ଦ୍, ତାକ୍ ସାନ୍ କଃରା ଅୟ୍ଦ୍, ଆର୍ ଜେ ନିଜ୍କେ ସାନ୍ କଃରେଦ୍, ତାକ୍ ବଃଡ୍ କଃରା ଅୟ୍ଦ୍ ।"