6 ଆରେକ୍ ଅଃହ୍ଣାର୍ ଲକ୍ବାକ୍କେ ଆର୍ ହାକିହଃଳ୍ସାକେ କୁଦି ସେମଃନ୍କେ କୟ୍ଦ୍, ‘ଆସା ତୁମିମଃନ୍ ମର୍ ସଃଙ୍ଗ୍ ସଃର୍ଦା କଃରା, କାୟିତାକ୍ବଃଲେକ୍ ଆଜିରିଲା ମେଣ୍ଡାକେ ମିଳାୟ୍ଲେ ।’ 7 ମୁଁୟ୍ ତୁମିକେ କଃଉଁଲେ, ସେରଃକମ୍ ଜୁୟି ଲକ୍ମଃନାର୍ ମଃନ୍ ବାଦ୍ଲାୟ୍ ଆସ୍ତାକ୍ ମଃନ୍ ନାୟ୍, ଇବାନ୍ୟା ଗଟେକ୍ଉଣା ହାଁଚ୍କଳି ଦଃର୍ମି ଲକ୍ମଃନାର୍ ତଃୟ୍ହୁଣି, ଜେ ହାହ୍ ଚାଡେଦ୍, ଇରଃକମ୍ ଗଟେକ୍ ହାହି ଲକାର୍ ଗିନେ ସଃର୍ଗେ ଅଃଦିକ୍ ସଃର୍ଦା ଅୟ୍ଦ୍ ।"