22 ଅଃମିମଃନ୍କେ କଃଉ, କାଇସର୍କେ ସିସ୍ଟୁ ଦେତା ଅଃମାର୍ ବିଦି ଆଚେ କି ନୟ୍ ?"
23 ମଃତର୍ ଜିସୁ ସେମଃନାର୍ ଚାଲାକିକେ ଜାଣି ସେମଃନ୍କେ କୟ୍ଲା, "ମକ୍ ଗଟ୍ ଅଦ୍ଲି ଦଃକାଉଆ । 24 ମକେ ଗଟେକ୍ ଟଃକା ଦଃକାଉ । ଇତି କାର୍ ମୁର୍ତି ଆର୍ ନାଉ ଆଚେ ?"
ସେମଃନ୍ କୟ୍ଲାୟ୍, "କାଇସର୍ ।"
25 ସେତାକ୍ ଜିସୁ ସେମଃନ୍କେ କୟ୍ଲା, "ତଃବେ ଜୁୟ୍ରି କାଇସରାର୍ ସେରି କାଇସର୍କେ ଦିଆସ୍; ଆର୍ ଜୁୟ୍ରି ଇସ୍ୱରାର୍ ସେରି ଇସ୍ୱର୍କେ ଦିଆସ୍ ।"