କେଏ ବଃଡ୍ ବଃଲି ଦଃରାଦଃରି
24 ୨୨:୨୪ ମାତି ୧୮:୧; ମାର୍କ ୯:୩୪; ଲୁକ ୯:୪୬. ଆରେକ୍, ସେମଃନାର୍ ବିତ୍ରେ କେଏ ବଃଡ୍, ସେ କଃତାକ୍ ଦଃରାଦଃରି ଅୟ୍ଲାୟ୍ । 25 ସେତାକ୍ ଜିସୁ ସେମଃନ୍କେ କୟ୍ଲା, "ଅଜିଉଦିମଃନାର୍ ରଃଜାମଃନ୍ ସେମଃନାର୍ ଉହ୍ରେ ରାଜ୍ କଃର୍ତି, ଆରେକ୍ ସେମଃନ୍ ସେମଃନାର୍ ଦେସାର୍ ନିଜ୍ଲକ୍ ବଃଲି ଡାକେ ହୁଟ୍ତି । 26 ୨୨:୨୬ ମାତି ୨୩:୧୧; ମାର୍କ ୯:୩୫.୨୨:୨୬ ମାତି ୨୦:୨୫-୨୭; ମାର୍କ ୧୦:୪୨-୪୪.ମଃତର୍ ତୁମିମଃନ୍ ତାକାର୍ ହର୍ ଅଃଉଆ ନାୟ୍, ମଃତର୍ ତୁମାର୍ ବିତ୍ରେ ଜେ ବଃଡ୍ ସେ ସାନ୍ ହର୍ ଅଃଉଅ, ଆର୍ ଜେ ମୁଳିକା ସେ ସେବାକାରି ହର୍ ଅଃଉଅ । 27 ୨୨:୨୭ ଜହ ୧୩:୧୨-୧୫.ତଃବେ କେଏ, ବଃଡ୍ ? ଜେ କାଉଁକେ ବଃସେଦ୍, କି, ଜେ ସେବା କଃରେଦ୍ ? ଜେ କାଉଁକେ ବଃସେଦ୍, ସେ କି ବଃଡ୍ ନାୟ୍ ? ମଃତର୍ ମୁୟ୍ଁ ତୁମାର୍ ବିତ୍ରେ ଗଟ୍ ଗତିଦଃଙ୍ଗ୍ଳା ହର୍ ଆଚି ।"