ଗଃଚ୍ ଆର୍ ତାର୍ ହଃଳ୍
43 "ବଃଲ୍ ଗଃଚେ କଃରାପ୍ ହଃଳ୍ ନଃହେଳେ, କଃରାପ୍ ଗଃଚେ ବଃଲ୍ ହଃଳ୍ ନଃହେଳେ । 44 କାୟିତାକ୍ବଃଲେକ୍ ସଃବୁ ଗଃଚ୍କେ ତାର୍ ହଃଳ୍ ଦଃକି ଚିନୁକ୍ ଅୟ୍ଦ୍, କାଟା ଗଃଚେ ହୁଣି ଲକ୍ମଃନ୍ ଡୁମ୍ବୁର୍ ହଃଳ୍ ନଃକଳ୍ତି, କି କାଟାବୁଟା ଲଃଗେହୁଣି ଅଙ୍ଗୁର୍ ହଃଳ୍ ନଃକଳ୍ତି । 45 ଗଟେକ୍ ସଃତ୍ ଲକ୍ ତାର୍ ଗଃର୍ବ୍ ବିତ୍ରେ ରିଲା ନିକ କଃତା ସଃବୁ ବାର୍ କଃରେଦ୍, ଗଟେକ୍ କଃରାପ୍ ଲକ୍ ତାର୍ ଗଃର୍ବ୍ ବିତ୍ରେ ରିଲା କଃରାପ୍ କଃତା ସଃବୁ ବାର୍ କଃରେଦ୍, କାୟିତାକ୍ବଃଲେକ୍ ଗଃର୍ବ୍ ବିତ୍ରେ ରିଲା ସଃବୁ କଃତା ଟଣ୍ଡ୍ ବାଟ ହଃଦାୟି ଆସେଦ୍ ।"