ଜିସୁ ବାର ଗଟ୍ ଚେଲାକେ ହଃଟାୟ୍ଲା
1 ଇ ବିତ୍ରେ ଜିସୁ ବାର ଗଟ୍ ଚେଲାକେ କୁଦି ଗଟ୍ ଟାଣେ ରୁଣ୍ଡାୟ୍ଲା, ଆର୍ ସେମଃନ୍କେ ସଃବୁ ବୁତ୍ ଚାଡାଉଁକେ ଆରେକ୍ ରଗ୍ ଉଜ୍ କଃରୁକେ ସଃକ୍ତି ଆର୍ ଅଃଦିକାର୍ ଦିଲା । 2 ସେ ସେମଃନ୍କେ ମାପୁରାର୍ ରାଇଜାର୍ ନିକ କବୁର୍ ପର୍ଚାର୍ କଃରୁକେ ଆର୍ ରଗିମଃନ୍କେ ନିକ କଃରୁକେ ଅଃଦିକାର୍ ଦଃୟି ହଃଟାୟ୍ଲା । 3 ଆର୍ ସେମଃନ୍କେ କୟ୍ଲା, "ତୁମିମଃନ୍ ଜାତା ବଃଳ୍ ଡାଙ୍ଗ୍, ମଣା, ରୁଟି କି ଟଃକା, କାୟିରି ହେଁ ନିଆ ନାୟ୍, ଆରେକ୍ ଜଳେକ୍ ଆଙ୍ଗି ହେଁ ସଃଙ୍ଗେ ଦଃରା ନାୟ୍ । 4 ଆର୍ ଜୁୟି ଗଃରେ ଜାହାସ୍, ସେତିହୁଣି ନଃବାଉଳ୍ତା ହଃତେକ୍ ସେତି ରିଆ । 5 ୯:୫ ପେରି ୧୩:୫୧.୯:୫ ଲୁକ ୧୦:୪-୧୧.ଆର୍ ଜଃତେକ୍ ଲକ୍ ତୁମିମଃନ୍କେ ନଃଦେର୍ତି, ସେ ଗଃଳେ ହୁଣି ବାରାୟ୍ ଜାତା ବଃଳ୍, ସେମଃନାର୍ ବିରୁଦେ ସାକି ଦେଉଁକେ ତୁମାର୍ ହାଦାର୍ ଦୁଳି ହାହଳି ଦିଆସ୍ ।"
6 ସେତାକ୍ ସେମଃନ୍ ସେତିହୁଣି ଗଃଲାୟି ଆର୍ ସଃବୁ ହାକ୍ ନିକ କବୁର୍ ପର୍ଚାର୍ ଆର୍ ରଗିମଃନ୍କେ ଉଜ୍ କଃରୁ କଃରୁ ଗାଉଁ ଗାଉଁ ବୁଲୁକ୍ ଦଃର୍ଲାୟ୍ ।