ଜିସୁର୍ ବାପ୍ତିସମ୍ ଆର୍ ପରିକ୍ୟା
9 ସଃଡେବଃଳ୍ ଜିସୁ ଗାଲିଲି ରାଜିର୍ ନାଜରିତ୍ ଗାଉଁଏ ହୁଣି ଆୟ୍ଲା ଆର୍, ଜର୍ଦନ୍ ଗାଡେ ଜହନ୍ ତଃୟ୍ହୁଣି ବାପ୍ତିସମ୍ ହାୟ୍ଲା । 10 ଜିସୁ ବାପ୍ତିସମ୍ ନଃୟ୍ ଜାଣାୟି ହୁଣି ବାରାୟ୍ଲା, ଆର୍ ସଃର୍ଗ୍ ଉଗାଳି ଅୟ୍ଲି ଆର୍ ପବିତ୍ର ଆତ୍ମା ହାଣ୍ଡ୍କା ହର୍ ଅୟି ତାର୍ ଉହ୍ରେ ଉତ୍ରି ଆସ୍ତାର୍ ସେ ଦଃକ୍ଲା ।