ଜିସୁର୍ ବାପ୍ତିସମ୍ ଆର୍ ପରିକ୍ୟା
9 ସଃଡେବଃଳ୍ ଜିସୁ ଗାଲିଲି ରାଜିର୍ ନାଜରିତ୍ ଗାଉଁଏ ହୁଣି ଆୟ୍ଲା ଆର୍, ଜର୍ଦନ୍ ଗାଡେ ଜହନ୍ ତଃୟ୍ହୁଣି ବାପ୍ତିସମ୍ ହାୟ୍ଲା । 11 ୧:୧୧ ମାତି ୩:୧୭; ୧୨:୧୮; ମାର୍କ ୯:୭; ଲୁକ ୩:୨୨.ଆର୍ ସଃଡେବଃଳ୍ ସଃର୍ଗେ ହୁଣି ଗଟେକ୍ କଃତା ସୁଣା ଅୟ୍ଲି, "ତୁୟ୍ ଅଃମାର୍ ଲାଡାର୍ ହଅ, ତର୍ ତଃୟ୍ ଅଃମାର୍ ବଃଡେ ସଃନ୍ମତ୍ ।"