ଜିସୁ ବାର୍ଟିମୟ କାଣାକେ ଉଜ୍ କଃଲା
46 ତାର୍ହଃଚେ ସେମଃନ୍ ଜିରିହ ହଚ୍ଲାୟ୍ ଆର୍ ସେ ଅଃହ୍ଣାର୍ ଚେଲାମଃନ୍କେ ଆର୍ ଅଲେକାର୍ ଲକ୍ ମିସି ଜିରିହହୁଣି ବାଉଳ୍ତାବଃଳ୍ ଟିମାୟର୍ ହୟିସି ବାର୍ଟିମୟ ନାଉଁଆର୍ କାଣା ବିକାରି ବାଟ ହାଳାୟ୍ ବଃସିରିଲା । 47 ସେ ଜଃଡେବଃଳ୍ ନାଜରିତ୍ ବଃସ୍ତିର୍ ଜିସୁ ବଃଲି ଇରି ସୁଣି ଆଉଲି ଅୟି କୟ୍ଲା, "ଏ ଦାଉଦାର୍ ହୟିସି, ମକ୍ ଦଃୟା କଃର୍ ।"
48 କଃତେକ୍ ଲକ୍ମଃନ୍ ତାକ୍ ତୁନ୍ହାଳୁକେ ଦଃକାଦେଉଁକେ ଦଃର୍ଲାୟ୍, ମଃତର୍ ସେ ଆରେକ୍ ଆଉଲି ଅୟି କୟ୍ଲା, "ଏ ଦାଉଦାର୍ ହୟିସି, ମକ୍ ଦଃୟା କଃର୍ ।"
49 ସେତାକ୍ ଜିସୁ ତେବ୍ଲା ଆର୍ କୟ୍ଲା, "ତାକ୍ ଇତି କୁଦା ।" ସେମଃନ୍ ସେକାଣାକେ କୁଦି କୟ୍ଲାୟ୍, "ସାସ୍ ଦଃର୍, ଉଟ୍ ଜିସୁ ତକେ କୁଦୁଲା ।"
50 ସେ ତାର୍ ହୁଙ୍ଗୁର୍ଲା ହଃଚ୍ୟା ଉର୍ଲି ହଃକାୟ୍ ସେଦାହ୍ରେ ଉଟିକଃରି ଜିସୁର୍ ତଃୟ୍ ଆୟ୍ଲା ।
51 ଜିସୁ କୟ୍ଲା, "ମୁଁୟ୍ ତର୍ ଗିନେ କାୟିରି କଃରିନ୍ଦ୍ ବଃଲି ମଃନ୍ କଃରୁଲିସ୍ ?"
ସେ କାଣା ମାନାୟ୍ ତାକ୍ କୟ୍ଲା, "ଏ ଗୁରୁ, ମୁଁୟ୍ ଜଃନ୍କଃରି ଦଃକୁହାରିନ୍ଦ୍ ।"
52 ଜିସୁ କୟ୍ଲା, "ଜାଆ, ତର୍ ବିସ୍ୱାସ୍ ତକେ ଉଜ୍ କଃଲି ।"
ତଃତ୍କାଣ୍ ସେ କାଣା ମାନାୟ୍ ଦଃକୁ ହାର୍ଲା ଆର୍ ବାଟେବାଟେ ଜିସୁର୍ ହଃଚେ ଜଃଉଁକେ ଦଃର୍ଲା ।