6 ଜିସୁ କୟ୍ଲା, "ସେ ମାୟ୍ଜିକେ ଚାଡା; କାୟିତାକ୍ ତାକ୍ କଃସ୍ଟ ଦେଉଁଲାସ୍ ? ସେ ମର୍ ଗିନେ ନିକ କାମ୍ କଃରିଆଚେ । 7 କାୟିତାକ୍ବଃଲେକ୍ ଗଃରିବ୍ ଲକ୍ମଃନ୍ ତ ସଃବୁବଃଳ୍ ତୁମାର୍ ଚଃମେ ଆଚ୍ତି, ତୁମି ଜଃଡେବଃଳ୍ ମଃନ୍ କଃରାସ୍, ସଃଡେବଃଳ୍ ସେମଃନାର୍ ଉହ୍କାର୍ କଃରୁ ହାରାସ୍ । ମଃତର୍ ମୁଁୟ୍ ସଃବୁବଃଳ୍ ତୁମାର୍ ସଃଙ୍ଗେ ନଃରେୟ୍ଁ । 8 ଇ ମାୟ୍ଜି ମର୍ ଗିନେ ତାର୍ ହାରୁସଃକ୍ତି ହଃତେକ୍ କଃଲି ଆଚେ, ସେ ତହ୍ତା ଗିନେ ମର୍ ମଃଲା ଗଃଗାଳ୍କେ ଆଗ୍ତୁ ଚିକଣ୍ ହାଦାୟ୍ ଦିଲି ଆଚେ । 9 ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଗୁଳା ଜଃଗତାର୍ ଜୁୟି ଜୁୟି ଜଃଗାୟ୍ ନିକ କବୁର୍ ପର୍ଚାର୍ ଅୟ୍ଦ୍, ସେ ଟାଣେ ଇ ମାୟ୍ଜିଟକିକ୍ ମଃନେ ହଃକାଉତା ଗିନେ ସେ କଃରି ରିଲା ଇ କାମାର୍ କଃତା ହେଁ କଃଉଆ ଅୟ୍ଦ୍ ।"
Publicidade